ନଦୀରୁ ମିଳିଲା ମା'ପୁଅଙ୍କ ମୃତଦେହ
by Argus News
Wed, Sep 18 | 6:55 p.m.

ଅର୍ଗସ ବ୍ୟୁରୋ: ଭାର୍ଗବୀ ନଦୀକୁ ନିଜ ପିଲା କୁ ଧରି ନଦୀ କୁ ଡେଇଁଲେ ମାଆ । ଚାଲିଚାଲି ଆସି ନଦୀଙ୍କୁ ଡେଇଁଲେ। ମହିଳାଙ୍କ ପରିଚୟ ମିଳି ନଥିଲା ବେଳେ ନଦୀକୁ ପିଲାକୁ ଧରି କାହିଁକି ଡେଇଁଲେ ତାହା ଅସ୍ପଷ୍ଟ ରହିଛି। 

ନିମାପଡ଼ା ପିପିଲି ରାସ୍ତା ହରିପୁର ବ୍ରିଜ ଉପରୁ ଭାର୍ଗବୀ ନଦୀକୁ ଡେଇଁଲେ ଜଣେ ମହିଳା। ନଦୀରେ ପ୍ରାୟ 20 ଫୁଟ ଉଚ୍ଚତାରୁ ଅଧିକ ଜଳ ପ୍ରବାହିତ ହେଉଥିବା ଯୋଗୁଁ କିଛି ଦୂରକୁ ଭାସି ଯାଇଥିଲେ ଉଭୟ ମା ଓ ପୁଅ। ପିପିଲି ଥାନା ଅନ୍ତର୍ଗତ ସୁନାପଦା ନିକଟରୁ ଉଭୟଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ