ଚାଉଳ ଦେଉଛନ୍ତି କେନ୍ଦ୍ର ସରକାର, କିନ୍ତୁ ଶ୍ରେୟ ନେବାକୁ ବିକଳ ବିଜେଡି ସରକାର
by Argus News
Mon, Feb 12 | 1:46 p.m.

ଅର୍ଗସ ବ୍ୟୁରୋ:  ଚାଉଳ ଦେଉଛନ୍ତି କେନ୍ଦ୍ର ସରକାର, କିନ୍ତୁ ଶ୍ରେୟ ନେବାକୁ ବିକଳ ବିଜେଡି ସରକାର । ବିଜେଡିର ଚାଉଳ ବ୍ରାଣ୍ଡିଂକୁ ନେଇ ସାରା ରାଜ୍ୟରେ ପ୍ରକାଶ ପାଉଛି ତୀବ୍ର ଅସନ୍ତୋଷ । ଫୁଲବାଣୀରେ ନବୀନ ଓଡ଼ିଶା ମୋ ଓଡ଼ିଶା ବ୍ୟାଗରେ ଚାଉଳ ବଣ୍ଟନ ବେଳେ ବ୍ୟାଗ୍ ଜବତ କରି ଚିରିଲେ ବିଜେପି କର୍ମୀ । ରମେଶ ମହାନ୍ତିଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ବ୍ୟାଗକୁ ଜବତ କରିଥିଲେ ।

ପରେ ନିଆଁ ଲଗାଇବା ସହ ପୋଷ୍ଟର ଚିରିଥିଲେ । ସେପଟେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ନିର୍ଦ୍ଦେଶ ଅନୁସାରେ ଟାଉନ ଥାନାରେ ଅଭିଯୋଗ ହୋଇଛି । ତେବେ ଇଏ ପ୍ରଥମ ଘଟଣା ନୁହେଁ ପୂର୍ବରୁ ବି ବିଜେଡି ବ୍ୟାଗରେ ମୋଦି ଚାଉଳ ବଣ୍ଟାଯାଉଥିବାକୁ ନେଇ ଅସନ୍ତୋଷର ଚିତ୍ର ରାଜ୍ୟର ବିଭିନ୍ନ ସ୍ଥାନରୁ ଚିତ୍ର ଆସିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021