ରାଜ୍ୟ କାର୍ଯ୍ୟାଳୟରେ ଲୋକଙ୍କୁ ଭେଟି ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
by Argus News
Wed, Jun 19 | 9:23 p.m.

ଅର୍ଗସ ବ୍ୟୁରୋ : ରାଜ୍ୟ କାର୍ଯ୍ୟାଳୟରେ ଲୋକଙ୍କୁ ଭେଟି ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ କରି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମେ ଦଳୀୟ ମିଟିଙ୍ଗରେ ସାମିଲ ହେବା ପରେ ଏବେ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ନିକଟରୁ ଶୁଭେଚ୍ଛା ଗ୍ରହଣ କରିବା ସହ ସେମାନଙ୍କର ଥିବା କୌଣସି ଅଭିଯୋଗ କିମ୍ବା ସମସ୍ୟା ବିଷୟରେ ବୁଝିଥିଲେ ମୁଖ୍ୟମନ୍ତ୍ରୀ ।

ଅଧିକ ପଢନ୍ତୁ : ଚାଷୀମାନଙ୍କୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିଛି

ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଟ ବନ୍ଧ ରହୁଥିଲା। ସାଧାରଣ ଲୋକେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ପାରୁନଥିଲେ କି କୌଣସି ଅଭିଯୋଗ କରିପାରୁନଥିଲେ । ସରକାର ବଦଳିବା ପରେ ନୁଆ ମୁଖ୍ୟମନ୍ତ୍ରୀ ସିଧାସଳକ ସାଧାରଣ ଲୋକଙ୍କ ସହ କଥା ହେଉଛନ୍ତି ଓ ମିଶୁଛନ୍ତି । 

ସରକାର
8m ago
ପୂର୍ବ ସରକାରରେ ଦୁର୍ନୀତିଖୋର ଅଫିସରଙ୍କୁ କଡ଼ା ଚେତାବନୀ
ଅର୍ଗସ ବ୍ୟୁରୋ: ମହିଳା ବିରୋଧୀ ଅପରାଧ ଉପରେ ଶୂନ୍ୟ ସହନଶୀଳ ନୀତିରେ କାମ କର । ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉପରେ ହେଉଥିବା ଅପରାଧର ତୁରନ୍ତ ସମାଧାନ କର । ଅପରାଧୀ ଯେତ
ନସରୁଲ୍ଲାର ଆଡ୍ଡା
17m ago
ଆତଙ୍କର ସର୍ବନାଶ..ନସରୁହ୍ଲାର ହେଲା ବିନାଶ
ଅର୍ଗସ ବ୍ୟୁରୋ: ହିଜବୁଲ୍ଲା ହେଡ୍ ର ଖେଳ ଖତମ୍ । ବେରୁଟ୍ ରେ ନସରୁଲ୍ଲାର ଆଡ୍ଡା କୁ ଟ୍ରାକ୍ ତାପରେ ବମ୍ ଆଟାକ୍ । ହିଜବୁଲ୍ଲାର ହେଡକ୍ବାର୍ଟରର ବଙ୍କର ଭିତରେ ଲୁଚି ରହିଥିଲା ଆତଙ୍କ
REVENSHAW UNIVERSITY
26m ago
ପୁଣି ରେଭେନସା ନାଁ ପରିବର୍ତ୍ତନକୁ ନେଇ ଦାବି ଉଠିଲା ଜୋରଦାର
ଅର୍ଗସ ବ୍ୟୁରୋ: ଓଡ଼ିଆ ଗବେଷଣା କେନ୍ଦ୍ର ପକ୍ଷରୁ ଆଯୋଜିତ ଦିନିକିଆ ଆଲୋଚନା ଚକ୍ରରେ ଏକାଠି ହୋଇଥିଲେ । ରାଜ୍ୟରୁ ବହୁ ଜଣାଶୁଣା ରାଜନେତା ଶିକ୍ଷାବିତ, ସାହିତ୍ୟିକ, ସାମ୍ବାଦିକ, ବୁଦ୍ଧିଜୀବ