ସମ୍ପୂର୍ଣ୍ଣ ଭଙ୍ଗା ହେବ କଟକ ବାରବାଟୀ ଷ୍ଟାଡିୟମ
by Argus News
Wed, Feb 21 | 3:11 p.m.

କଟକ: ଭଙ୍ଗା ହେବ ବାରବାଟୀ ଷ୍ଟାଡିୟମ।  ସମ୍ପୂର୍ଣ୍ଣ ଭଙ୍ଗା ହେବ କଟକ ବାରବାଟୀ ଷ୍ଟାଡିୟମ।  ଐତିହାସିକ ବାରବାଟୀ ଷ୍ଟାଡିୟମ ର ହେବ ନବୀକରଣ। ଏନେଇ ଓସିଏ ସମ୍ପାଦକଙ୍କ  ସୂଚନା। ନବୀକରଣ ପରେ ଦର୍ଶକଙ୍କ ସଂଖ୍ୟା 44 ହଜାରରୁ 60 ହଜାର କୁ ବୃଦ୍ଧି କରାଯିବ ।

ଆସନ୍ତା 27 ତାରିଖରେ ମୁଖ୍ୟମନ୍ତ୍ରୀ  ଷ୍ଟାଡିୟମର  କରିବେ ଭିତ୍ତି ପ୍ରସ୍ତର ସ୍ଥାପନ । ଆସନ୍ତା ତିନି ବର୍ଷ ଭିତରେ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ ଧାର୍ଯ୍ୟ ହୋଇଛି । ଷ୍ଟାଡିୟମ ସମ୍ପୂର୍ଣ୍ଣ ଭଙ୍ଗା ଯାଇ ଉନ୍ନତ ମାନର ଗ୍ୟାଲେରି କରାଯିବ । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ