ପାରାଦୀପରୁ ୧୮୦ କିମି ଦୂରରେ ବାତ୍ୟା
by Argus News
Thu, Oct 24 | 2:45 p.m.

ଅର୍ଗସ ବ୍ୟୁରୋ: ବାତ୍ୟା ଦାନା ନେଇ ଆସିଲା ବଡ ଅପଡେଟ୍ । ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ବର୍ତ୍ତମାନ ବାତ୍ୟା ପାରାଦ୍ୱୀପ ଠାରୁ  କିମି ଦୂରରେ ବାତ୍ୟା। ଆଜି ରାତି କିମ୍ବା ସକାଳ ସୁଦ୍ଧା ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରାଯାଇଛି । ତେବେ ବାତ୍ୟା ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ଜାରି ରହିଛି।ଅନ୍ୟପଟେ 1ରୁ 2 ମିଟର ଯାଏଁ ସାମୁଦ୍ରିକ ଜୁଆର ଉଠିବାର ମଧ୍ୟ ସମ୍ଭାବନା ରହିଛି । ବିଶେଷକରି କେନ୍ଦ୍ରାପଡା ଏହଂ ଭଦ୍ରକରେ ସାମୁଦ୍ରିକ ଜୁଆର ଆସିବ । ଏହି ଜିଲ୍ଲାଗୁଡିକର ନଦୀରେ ମଧ୍ୟ ଜୁଆର ଆସିପାରେ । ଧାମରା ଠାରୁ ୨୧୦ କିମି ଦୂରରେ ରହିଛି ବାତ୍ୟା। ଆଜି ରାତିରୁ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

ବିବାହ ହୋଇପାରୁ ନ ଥିଲେ
12m ago
ବିବାହ ହୋଇପାରୁ ନ ଥିଲେ ଜମା ବ୍ୟସ୍ତ ହୁଅନ୍ତୁନି
ଅର୍ଗସ ବ୍ୟୁରୋ: ଆଜିକାଲି ସମସ୍ତେ ନିଜ ବିବାହକୁ ନେଇ ଚିନ୍ତିତ। ସୁନ୍ଦର ସହ ସବୁ ଗୁଣର ଅଧିକାରୀ ହୋଇଥିବା ବର ମିଳିବା ନିହାତି କଷ୍ଟକର। କିନ୍ତୁ ଆପଣ ଯଦି ଏହି ଉପାୟ ଆପଣାଇବେ ନିଶ୍ଚିତ ଆପ
ଅଭିଯୋଗ ଶୁଣାଣି
29m ago
ଅକ୍ଟୋବର ୨୮ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
ଭୁବନେଶ୍ୱର: ଆଗାମୀ ୨୮ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ସମ୍ଭାବ୍ୟ ବାତ୍ୟା ‘ଦାନା‘ ଓ ପରବର୍ତ୍ତୀ ସାହାଯ୍ୟ ଏବଂ ପୁନରୁଦ୍ଧାର
CYCLONE DANA
37m ago
ସତ ହେଲା ଅର୍ଗସ ଡିଜିଟାଲର ଆକଳନ : ବାତ୍ୟା ପଛକୁ ଫେରିବା ନେଇ ହୋଇଥିଲା ପୂର୍ବାନୁମାନ
ଅର୍ଗସ ବ୍ୟୁରୋ: ବାତ୍ୟା ଦାନାକୁ ନେଇ ପାଣିପାଗ ବିଭାଗ ଦେଲା ବଡ଼ ଅପଡେଟ୍‌ । କାରଣ ଲ୍ୟାଣ୍ଡଫଲ ପରେ ରିକର୍ଭ କରିବ ଭୀଷଣ ବାତ୍ୟା । ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇ