ମେଣ୍ଢା ଦାନ ନଦେବାରୁ ୩ ଦିନ ପଡ଼ିରହିଲା ମାଆର ଶବ
by Argus News
Tue, Mar 19 | 10:15 a.m.

ଅର୍ଗସ ବ୍ୟୁରୋ: ମେଣ୍ଢା ପାଇଁ ପଡିରହିଲା ମୃତଦେହ । ମେଣ୍ଢା ଦାନ ନ ଦେବାରୁ ୩ ଦିନ ପଡ଼ିରହିଲା ମାଆର ଶବ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଶମାଖୁଣ୍ଟା ବ୍ଲକ୍ ଜୟବିଲା ଗ୍ରାମରେ। ଡାକ୍ତର ସିଂଙ୍କ ସମବରୀ ସିଂ ଙ୍କର ହଠାତ୍ ମୃତ୍ୟୁ ଘଟିଥିଲା । ପୂର୍ବରୁ କୌଣସି ଘଟଣା ପାଇଁ ଗ୍ରାମବାସୀଙ୍କୁ ମେଣ୍ଢା ଜୋରିମାନା ଦେବା କଥା କହିଥିଲେ । କିନ୍ତୁ ପଂଚାୟତକୁ ମେଣ୍ଢା ନଦେବାରୁ ଶବ ସତ୍କାର ପାଇଁ ତାଙ୍କ ପିଣ୍ଡା ମାଡି ନଥିଲେ ଗ୍ରାମବାସୀ ।

ଅର୍ଥାଭାବ ସରସପାରିବାରିକ ଅଭାବ ସତ୍ବେ ଶେଷରେ ଗ୍ରାମବାସୀଙ୍କୁ ମେଣ୍ଢା ଦାନ ଦେବାକୁ ରାଜି ହେବା ପରେ ଆଜି ୩ ଦିନରେ ଶବ ସତ୍କାର ପାଇଁ ରାଜି ହୋଇଛନ୍ତି ଗ୍ରାମବାସୀ। ଘଟଣା କୁ ୩ ଦିନ ହୋଇଯାଇଥିଲେ ମଧ୍ୟ ଏନେଇ ଥାନାରେ କୌଣସି ଅଭିଯୋଗ କରାଯାଇନାହିଁ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଗଣଦୁଷ୍କର୍ମ
11m ago
ନାବାଳିକାଙ୍କୁ ଗଣଦୁଷ୍କର୍ମ, ୮ ଜଣଙ୍କୁ ଅଟକ ରଖିଛି ପୋଲିସ
ବ୍ରହ୍ମପୁର : ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ୮ ଯୁବକଙ୍କୁ ଅଟକ ରଖିଛି ପୋଲିସ୍। ଏପରି ଘଟଣା ବୈଦ୍ୟନାଥପୁର ଥାନା ଇଲାକାରେ ଘଟିଛି
ରାଜନାଥ ସିଂ
27m ago
ଆଜି ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ଅର୍ଗସ ବ୍ୟୁରୋ : ବିଜେପି ଫୋକସରେ ଓଡ଼ିଶା । ମଇଦାନ ମୁହାଁ କେନ୍ଦ୍ରୀୟ ନେତା । ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅପରାହ୍ନରେ ଭବାନୀପାଟଣା
ବନକଲାଗି ନୀତି
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ : ଆଜି ବୈଶାଖ ମାସ କୃଷ୍ନପକ୍ଷ ଅମାବାସ୍ୟା ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ତେବେ ବନକଲାଗି ନୀତି ସରିବା ପରେ ଅନବସର ପିଣ୍ଡିରେ ଅନବସର ନୀତି ସ