ରାଜଧାନୀର ବିଭିନ୍ନ ଛକ ବଜାରରେ ଧରପଗଡ଼ କରିଥିଲା ପୋଲିସ
by Argus News
Mon, Apr 15 | 6:42 p.m.

ଅର୍ଗସ ବ୍ୟୁରୋ : କାର କାଚରେ ବ୍ଲାକ ସ୍କ୍ରିନ ଲଗାଇ ୩ଲକ୍ଷ ୫୬ହଜାର ଟଙ୍କା ତଣ୍ଡ ଗଣିଲେ ଗାଡି ଚାଳକ । ରାଜଧାନୀର ଗୋଟିଏ ଦିନରେ ୩ଲକ୍ଷ ୫୬ହଜାର ଟଙ୍କା ଟଙ୍କା ଆଦାୟ କଲା କମିସନରେଟ ପୋଲିସ । ସେଫ ସିଟି ଡ୍ରାଇଭ ଜରିଆରେ ଆଜି ରାଜଧାନୀର ବିଭିନ୍ନ ଛକ ବଜାରରେ ଧରପଗଡ଼ କରିଥିଲା ପୋଲିସ । 

ଅଧିକ ପଢନ୍ତୁ ଓଡିଶା ଖବର

୬୫ଟି ଚାରି ଚକିଆ ଯାନରୁ ବ୍ଲାକ ସ୍କ୍ରିନ ବାହାର କରିଛି ପୋଲିସ  । କମିସନରେଟ ପୋଲିସ ଓ ଭୁବନେଶ୍ୱର ଆରଟିଓ ରାଜଧାନୀରେ ମିଳିତ ଚଢଉ କରିଥିଲେ । କାର ମାଲିକ ମାନଙ୍କୁ ପୋଲିସ କମିସନରଙ୍କ ଅପିଲ ଗାଡିରୁ ବ୍ଲାକ ସ୍କ୍ରିନ ବାହାର କର ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ