କୁମାରଖୁଣ୍ଟିରେ ଅଛି ହାତୀଙ୍କ ପାଠଶାଳା, ହାତୀ ପଢ଼ୁଛି ପାଠ
by Argus News
Tue, Jul 02 | 3:13 p.m.

ଅର୍ଗସ ବ୍ୟୁରୋ: ହାତୀ ପଢୁଛି ପାଠ । ଚନ୍ଦକାର କୁମାରଖୁଣ୍ଟିରେ ଅଛି ହାତୀଙ୍କ ପାଠଶାଳା । କୁମକି ହାତୀ ପାଇଁ ଏଠାରେ ହାତୀଙ୍କୁ ଟ୍ରେନିଂ ଦିଆଯାଉଛି । 5 ହାତୀଙ୍କୁ ମାହୁନ୍ତ ଟ୍ରେନିଂ ଦେଉଥିବାବେଳେ ସେମାନଙ୍କ ରହିବା ଖାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜଗା, ମାମା, ଉମା, କାର୍ତିକ, ଚନ୍ଦୁ ଓ ଶଙ୍କର। ଏହି 6ଟି ହାତୀଙ୍କୁ ଚନ୍ଦକା ଭିତରେ ଦିଆଯାଉଛି ଟ୍ରେନିଂ। ଶଙ୍କରକୁ ଅଲଗା ରଖା ଯାଇଥିବା ବେଳେ ଅନ୍ୟ 5 ହାତୀଙ୍କ ରହିବା ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା।  ଖାଇବା ଓ ପିଇବା ପାଇଁ ମଧ୍ୟ ହାତୀ ରହଣି ସ୍ଥଳ ରେ ସୁବିଧା କରାଯାଇଛି। ପ୍ରତିଦିନ ସକାଳୁ ଚଲା ବୁଲା କରିବା ପରେ ହାତୀ ଟ୍ରେନିଂ ସେଣ୍ଟରକୁ ଯାଆନ୍ତି। ସେଠାରେ ସେମାନଙ୍କୁ କୁମକୀର ଟ୍ରେନିଂ ଦିଆଯାଏ। ଏହି ଟ୍ରେନିଂ ପରେ ଜଙ୍ଗଲରେ ବନ ବିଭାଗ ଅପରେସନରେ ବନ ଅଧିକାରୀଙ୍କୁ ସହଯୋଗ କରେ କୁମକି ହାତୀ।

ଏହା ଦେଖିବା ପାଇଁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚିନ୍ତ। କିନ୍ତୁ ଏହା ସତ। ହାତୀକୁ ଦିଆଯାଉଛି ଟ୍ରେନିଂ। ହାତୀ ପଢ଼ୁଛି ପାଠ। ଏହାସହ ଜଙ୍ଗଲରେ ହାତୀ କରିବ ଅଧିକାରୀଙ୍କୁ ସହଯୋଗ। ଯାହାଦ୍ୱାରା ହାତୀ ଆଉ ମଣିଷ ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ଗଢ଼ିଉଠିବ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଜାରି ରହିଛି ବର୍ଷା
17m ago
ଉପକୂଳରୁ ଦକ୍ଷିଣ ସବୁଠି ଜାରି ରହିଛି ବର୍ଷା...
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା । ଉପକୂଳରୁ ଦକ୍ଷିଣ ସବୁଠି ଜାରି ରହିଛି ବର୍ଷା । ଆଗାମୀ ୪ ଦିନ ଧରି ରାଜ୍ୟର କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା
ମୋଦିଙ୍କ କୋଳରେ
34m ago
ମୋଦିଙ୍କ କୋଳରେ ଅଙ୍ଗଦ ବୁମରା: ଯଶପ୍ରିତଙ୍କ ପୁଅ ଏବେ ଚର୍ଚ୍ଚାରେ
ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମ ଗୁରୁବାର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ। ହୋଟେଲରେ ବିଶ୍ରାମ ନେବାପରେ ଦଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଯାଇଥିଲେ। ଭାରତର ତାରକା ବୋଲ
TODAYS NEWS
37m ago
ଦିନ ଯାକର ଖବର ପଢନ୍ତୁ ଚୁଟକିରେ...
() ଆସନ୍ତା ୮ ତାରିଖରେ ଖୋଲିନପାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର...ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ସୂଚନା...ଯେଉଁଦିନ ସରକାର ନିଷ୍ପତି ନେବେ ସେବେଠୁ କା