ବାଜି ମାରିଲା ଓଡ଼ିଶାର ପ୍ରଜ୍ଞାପନ ମେଢ  
by Argus News
Mon, Jan 29 | 4:39 p.m.

 ଭୁବନେଶ୍ୱର/ନୂଆଦିଲ୍ଲୀ :  ପ୍ରଥମ ସ୍ଥାନ ପାଇଲା  ଓଡ଼ିଶା  ପ୍ରଜ୍ଞାପନ ମେଢ ।  ଏନେଇ ସୂଚନା ଦେଇଛି  ରାଜ୍ୟ ସୂଚନା ଓ ଲୋକସମ୍ପର୍କ  ବିଭାଗ।  ଏଥର ଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡରେ ଦେଖିବାକୁ ମିଳିଥିଲା ଓଡ଼ିଶାର କଳାକାରିଗରୀ।  

ଏଥିରେ ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ  କୁଟୀର ଶିଳ୍ପ  ଦର୍ଶାଯାଇଥିଲା।  ତେବେ ବିଚାରକ ମଣ୍ଡଳୀ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି।  ତିନି ବର୍ଷ ପରେ ଓଡିଶା କୁ ମିଳିଥିଲା ଗଣତନ୍ତ୍ର ଦିବସ ପରେଡରେ ସାମିଲ ହେବାର ସୁଯୋଗ। ନାରୀ ସଶକ୍ତିକରଣକୁ ନେଇ ପ୍ରସ୍ତୁତ ହୋଇଥିଲା ପ୍ରଜ୍ଞାପନ ମେଢ । ଅନ୍ୟ ଦୁଇ ରାଜ୍ୟ ଗୁଜରାଟ ଦ୍ବିତୀୟ ଓ ତାମିଲନାଡୁ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

ଶିକ୍ଷକ ମୃତ
ନିର୍ବାଚନ ଡ୍ୟୁଟି ସାରି ଏଭିଏମ ମେସିନ ହସ୍ତାନ୍ତର ବେଳେ ଶିକ୍ଷକ ମୃତ
କଳାହାଣ୍ଡି: ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିଲା । ଏଥିରେ ଭୋଟ ପାଇଁ ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀ ତଥା ଶିକ୍ଷକ ମାନେ ନିୟୋଜିତ ଥିଲେ । ଏହି ପରିପ୍ରେକ୍ଷୀରେ ଜୁନାଗଡ଼ ବ୍ଲ
BJD LEADER ISSUE
ମିଛ ପାହାଡ଼ରେ ବସିଛନ୍ତି ପାଣ୍ଡିଆନ
ଅର୍ଗସ ବ୍ୟୁରୋ: ମିଛ ସୌଦାଗର ପାଣ୍ଡିଆନ । କେମିତି କେନ୍ଦ୍ର ସରକାରଙ୍କ ବିରୋଧରେ ଡାହା ମିଛ କହି ଦୋଷଦେବେ ସେହି କଥା ସେ ଚିନ୍ତା କରନ୍ତି । କାରଣ ପ୍ରସାଦ ଯୋଜନାରେ କେନ୍ଦ୍ର ସରକାର ରାଜ୍
PRESSMEET
ନ୍ୟୁ ମ୍ୟାରିଅନରେ ପ୍ରେସମିଟ୍‌ : ରାଜନୀତିରେ ଲାଗିଲା ନିଆଁ
ଅର୍ଗସ ବ୍ୟୁରୋ: ବିଜେଡିକୁ ଅଣନିଶ୍ଵାସୀ କରିଦେଲା ଗତକାଲି ବିଜେପିର ପ୍ରେସମିଟ । ତଥ୍ୟ ଭିତ୍ତିକ, ପୂରା ଯୁକ୍ତିଯୁକ୍ତ ପ୍ରଶ୍ନରେ ଉତ୍ତର ନଦେଇ ରାଗରେ ରକ୍ତଚାଉଳ ଚୋବାଇଲେ ବିଜେଡି ନେତା