ଆୟକର ବିଭାଗ ପକ୍ଷରୁ ଷଷ୍ଠ ଦିନରେ ବି ଜାରି ରହିଛି ଚଢାଉ
by Argus News
Mon, Dec 11 | 1:46 p.m.

ବଲାଙ୍ଗିର:  ଆୟକର ବିଭାଗ ପକ୍ଷରୁ ଷଷ୍ଠ ଦିନରେ ବି ଜାରି ରହିଛି ଚଢାଉ । ଗତକାଲି ଟଙ୍କା ଗଣତି ସରିବା ପରେ ଆଜି ସବୁ ଆୟକର ଅଧିକାରୀ ସୂଦପଡ଼ା ଦେଶୀ ମଦଭାଟିରେ ଚଢାଉ କରୁଛନ୍ତି। ଗତ ୩ ଦିନ ହେଲା ଦେଶୀ ମଦଭାଟିରେ ନନଷ୍ଟପ ଚଢାଉ ଚାଲିଛି । ଚର୍ଚ୍ଚା ହେଉଛି ମଦଭାଟି ଭିତରେ ରହିଛି ବିପୁଳ ପରିମାଣର ସୁନା ।

ଆଜି ମଦଭାଟି ଭିତରେ ସବୁ ଆୟକର ଅଧିକାରୀ ଅଛନ୍ତି । ମଦଭାଟି ପରିସରରେ ଆୟକର ଅଧିକାରୀଙ୍କ ହଲଚଲ ଏହି ସୁରାକ ଯୋଗାଉଛି । ବସ୍ତା ବସ୍ତା ଟଙ୍କା ପରେ ଏବେ ସୁନାର ପାଳି ବୋଲି ବେଶ୍ ଚର୍ଚ୍ଚା ହେଉଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ