ରତ୍ନଭଣ୍ଡାରକୁ ନେଇ ଆଇନମନ୍ତ୍ରୀଙ୍କ ବଡ ବୟାନ
by Argus News
Fri, Nov 01 | 12:46 p.m.

ଅର୍ଗସ ବ୍ୟୁରୋ : ନୂଆ ବର୍ଷରୁ  ରତ୍ନ ଭଣ୍ଡାରର ଗଣତି ମଣତି। ଜିପିଆର ସର୍ଭେର ଚୁଡାନ୍ତ ରିପୋର୍ଟ ଖୁବ୍ ଶୀଘ୍ର ଆସିବ। ପ୍ରାଥମିକ ଆଲୋଚନାରୁ କୌଣସି ଗୁପ୍ତ କୋଠାରୀ ବା ସୁଡଙ୍ଗ ନଥିବା ପ୍ରାୟତଃ ଜଣା ପଡିଛି।  ଚୁଡାନ୍ତ ରିପୋର୍ଟକୁ ଆମେ ଅପେକ୍ଷା କରିଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।

ଅଧିକ ପଢନ୍ତୁ : ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେ

  ସେ କହିଛନ୍ତି ,କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀ ମନ୍ଦିର ଭିଡ ରହିଚି। କାର୍ତ୍ତିକ ପରେ ରତ୍ନ ଭଣ୍ଡାର ମରାମତି ହେବ।  ରତ୍ନ ଭଣ୍ଡାରରେ ଫାଟ ରହିଥିବା ସ୍ପଷ୍ଟ ହୋଇଛି।  କାର୍ତ୍ତିକ ମାସ ପରେ  ଏକ ମାସ ଧରି ମରାମତି କାମ କରିବ ଏଏସଆଇ। ମରାମତି ହେବା ପରେ ରତ୍ନ ଅଳଙ୍କାର ଗଣତି କରାଯିବ।  ପୁରୁଣା ତାଲିକା ସହ ମ୍ୟାଚ କରଯାଇ ୭ ଦିନ ଭିତରେ ରିପୋର୍ଟ ପ୍ରକାଶ କରାଯିବ। 

ବର୍ଷା
now
ଆଗାମୀ ୭ ଦିନ ପାଇଁ ନାହିଁ କୌଣସି ୱାର୍ଣ୍ଣିଂ , ଶୁଖିଲା ରହିବ ପାଗ
ଅର୍ଗସ ବ୍ୟୁରୋ : ଉତ୍ତର ଓ ପୂର୍ବ ଉତ୍ତର ଦିଗରୁ ପବନ ଶୁଷ୍କ ବାୟୁ ପାଇଁ ଉପକୂଳ ବାୟୁ ସାଙ୍ଗରେ ମିଶିବା ପରେ ବର୍ଷା ହେଉଛି। ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଜିଲ୍ଲା ରେ ଆଜି ବର୍ଷ
କଟକଣା
17m ago
ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଛଧରା ଉପରେ ଲାଗିଲା କଟକଣା
ଅର୍ଗସ ବ୍ୟୁରୋ: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଛଧରା ଉପରେ ଲାଗିଲା କଟକଣା । ଆଜିଠୁ ୭ ମାସ ପର୍ଯ୍ୟନ୍ତ ଅଭୟାରଣ୍ୟକୁ ଯାଇ ପାରିବେନି ମତ୍ସ୍ୟଜୀବୀ । ବିରଳ ଅଲିଭ ରିଡଲେ କଇଁଛଙ୍କ ଆଗମ
ପ୍ରଭାତୀ ପରିଡା
57m ago
ଖୁବଶୀଘ୍ର ଆସିବ ସୁଭଦ୍ରାର ନୂଆ ଗାଇଡଲାଇନ୍ :- ପ୍ରଭାତୀ ପରିଡା
ଅର୍ଗସ ବ୍ୟୁରୋ : ସୁଭଦ୍ରାର ଗାଇଡ ଲାଇନ ପୁଣି ତିଆରି ହେବ। ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କୁ କିଭଳି ପୁଣି ଥରେ କିଭଳି ସାମିଲ କରାଯିବ। ସେନେଇ ନୂଆ ଗାଇଡ ହେବ।ଦିନ ୩ଟା ରେ ଏନେଇ ନେ