ପାଇକମାଳ ଜଙ୍ଗଲରୁ ଜବତ ମାଓ ସାମଗ୍ରୀରେ ଥିବା ଖାତାରେ ରହିଛି ନବଙ୍କ କାହାଣୀ...
by Argus News
Sun, Feb 25 | 3:00 p.m.

ଅର୍ଗସ ବ୍ୟୁରୋ: ମାଓବାଦୀ ପଢୁଛନ୍ତି ନବଦାସ ହତ୍ୟା କାହାଣୀ। ପାଇକମାଳ ଜଙ୍ଗଲରୁ ଜବତ ମାଓ ସାମଗ୍ରିରେ ଥିବା ଖାତାରେ ରହିଛି ଝାରସୁଗଡ଼ା ପୂର୍ବତନ ବିଧାୟକ ନବ ଦାସଙ୍କ ହତ୍ୟା ସମ୍ପର୍କିତ ମାଓବାଦୀଙ୍କ ହାତ ଲେଖା। ଯାହାକୁ ନେଇ ସାଧାରଣରେ ଜୋର ଧରିଛି ଚର୍ଚ୍ଚା। ତେବେ ଏହି ଘଟଣାରୁ ମାଓବାଦୀ ନବଦାସ ହତ୍ୟାର ଟିକିନିକି ତଥ୍ୟ ରଖୁଥିବା ଅନୁମାନ କରାଯାଉଛି। ତେବେ ଜଙ୍ଗଲରେ ମାଓବାଦୀ ଲେଖାପଢ଼ା ଶିଖୁଥିବାର ମଧ୍ୟ ପ୍ରମାଣ ସାମ୍ନାକୁ ଆସିଛି। ମାଓବାଦୀଙ୍କଠୁ ଜବତ ଖାତା ବହିରେ ସେମାନେ ଓଡ଼ିଆ ସମେତ ହିନ୍ଦୀ ଶିକ୍ଷା କରୁଥିବାର ପ୍ରମାଣ ମିଳିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ