"ଦାନା" ସ୍ଥଳଭାଗ ଛୁଇଁବା ପୂର୍ବରୁ ଆରମ୍ଭ ହେଲା ବର୍ଷା
by Argus News
Wed, Oct 23 | 12:53 p.m.

ଅର୍ଗସ ବ୍ୟୁରୋ : ଦାନା ସ୍ଥଳଭାଗ ଛୁଇଁବା ପୂର୍ବରୁ ଆରମ୍ଭ ହେଲା ବର୍ଷା । ବର୍ଷା ସହ ପବନର ବେଗ ବଢିବା ଆରମ୍ଭ ହେଲା । ଧାମରା- ଭିତରକନିକା ଅଞ୍ଚଳରେ ବର୍ଷା ଆରମ୍ଭ ।ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ । ଧାମରାରେ ବର୍ଷା ସହ ପାରାଦୀପ ଆକାଶ ମେଘାଚ୍ଛନ୍ନ । କେନ୍ଦ୍ରାପଡ଼ା ରାଜନଗରରେ ବି ବର୍ଷା ଆରମ୍ଭ । 

ଅଧିକ ପଢନ୍ତୁ : ଭିତରକନିକା ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଦାନା

ସନ୍ଧ୍ୟା ପରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଯାଜପୁର, ଖୋର୍ଦ୍ଧା , ଗଞ୍ଜାମ , ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । 


 

CYCLONE UPDATE
20m ago
ସାମୁଦ୍ରିକ ଜୁଆର ପ୍ରଭାବରେ ସ୍ଥଳଭାଗକୁ ଲୁଣିପାଣି ମାଡ଼ିପାରେ - IMD ନିର୍ଦ୍ଦେଶକ
ଅର୍ଗସ ବ୍ୟୁରୋ: ଉତ୍ତର ଓ ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଆସନ୍ତାକାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟା ହେବ । ଧାମରା-ଭିତରକନିକା ପାଖାପାଖି ଉପକୂଳ ଅତିକ୍ରମ କରିବ । ଉପକୂଳିଆ ଅଞ୍ଚ
‘ଦାନା’ ପାଇଁ
46m ago
‘ଦାନା’ ପାଇଁ ନନ୍ଦନକାନନ ବନ୍ଦ
ଅର୍ଗସ ବ୍ୟୁରୋ: ବେଳକୁ ବେଳ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏହାକୁ ନେଇ ରାଜ୍ୟର ଉପକୂଳିଆ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଏବ
ବିବାହର ୯ ବର୍ଷ
52m ago
ବିବାହର ୯ ବର୍ଷ ପରେ ମାଆ ହେଲେ ଦ୍ରଷ୍ଟି ଧାମୀ
ଅର୍ଗସ ବ୍ୟୁରୋ: ଟେଲି ଅଭିନେତ୍ରୀ ଦ୍ରଷ୍ଟି ଧାମୀ। ବର୍ତ୍ତମାନ ସେ ମାଆ ହୋଇଛନ୍ତି। ବିବାହର ୮ ବର୍ଷ ପରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ୨୨ ଅକ୍ଟୋବର ୨୦୨୪ରେ ସେମାନଙ୍କ ଘର