୪ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଦେଶବାସୀଙ୍କ ସାମ୍ନାରେ
by Argus News
Sun, Dec 03 | 7:47 p.m.

ଅର୍ଗସ ବ୍ୟୁରୋ: ସବୁ କଳ୍ପନା ଜଳ୍ପନାକୁ ଭୁଲ୍ ସାବ୍ୟସ୍ତ କରିଛି ମୋଦି ମ୍ୟାଜିକ୍। 4 ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଦେଶବାସୀଙ୍କ ସାମ୍ନାରେ। ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପି କମାଲ କରିଥିବା ବେଳେ କଂଗ୍ରେସକୁ ତେଲେଙ୍ଗାନା ଦେଇଛି ସ୍ବାନ୍ତନା।  ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ସରକାରକୁ କ୍ଷମତାଚ୍ୟୁତ କରି ଶାସନର ମଙ୍ଗ ଧରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ସେପଟେ ମଧ୍ୟପ୍ରଦେଶରେ ବୃହତ୍ତ ବିଜୟ ହାସଲ କରିଛି ବିଜେପି। 

କିଛି ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗଣତି ଚାଲିଛି ସତ, ହେଲେ ସରକାର ଗଠନର ଗଣିତ କଷା ସରିଛି। ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ହେଭିୱେଟଙ୍କୁ ଉତାରି ବିଜେପି ଯେଉଁ ଷ୍ଟ୍ରାଟେଜି ଆପଣାଇଥିଲା ତାହା କାରିଗର ସାବ୍ୟସ୍ତ ହୋଇଛି। ସେହିପରି ଛତିଶଗଡ଼ରେ ଐତିହାସିକ କମବ୍ୟାକ କରିଛି ଦଳ। ପ୍ରାୟ ସମସ୍ତ ଏକଜିଟ୍ ପୋଲ ଛତିଶଗଡ଼ରେ ବିଜେପିର ପରାଜୟ ଦେଖାଉଥିଲା। ହେଲେ ମୋଦି ସୁନାମି ଏକଜିଟ୍ ପୋଲର ଅଙ୍କକୁ ବିଗାଡ଼ ଦେଇଛି। ଛତିଶଗଡ଼ରେ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢ଼ିବାକୁ ଯାଉଛି ବିଜେପି। ସେପଟେ କେବଳ ତେଲଙ୍ଗାନାରେ ବିଜୟର ସ୍ବାଦ ଚାଖି ପାରିଛି କଂଗ୍ରେସ। ହିନ୍ଦୀ ହାର୍ଟଲ୍ୟାଣ୍ଡରେ ପ୍ରାୟ ମୂଳପୋଛ ହୋଇସାରିଥିବା କଂଗ୍ରେସ ଦକ୍ଷିଣରେ ନିଜ ଉପସ୍ଥିତି ବଞ୍ଚାଇ ରଖିଛି।

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ