ଜୀଵନ ନେଇଦଲା ନଦୀ
by Argus News
Thu, May 02 | 6:06 p.m.

ଅର୍ଗସ ବ୍ୟୁରୋ : ନଦୀରେ  ଗାଧୋଇବା ସମୟରେ ବୁଡି ଛାତ୍ରର ମୃତ୍ୟୁ। ଏଭଳି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଳକ ମୁରକୁଣ୍ଡି ସ୍ଥିତ ଚିତ୍ରୋତଳା ନଦୀରେ। ମୃତ ଛାତ୍ର ଜଣକ ହେଲେ ସାଲେପୁର ବ୍ଳକ ମୁରକୁଣ୍ଡି ଗ୍ରାମର ଅମୂଲ୍ୟ କୁମାର ବେହେରାଙ୍କ ପୁତ୍ର ପ୍ରୀତି ରଞ୍ଜନ ବେହେରା।ସେ ସାଲେପୁର କଲେଜର +2 ଛାତ୍ର ଅଟନ୍ତି।  ସୂଚନା ମୁତାବକ ପ୍ରୀତି ରଞ୍ଜନ ବେହେରା

ସାଙ୍ଗ ମାନଙ୍କ ସହ  ଚିତ୍ରୋତଳା ନଦୀକୁ ଗାଧୋଇବା ପାଇଁ ଯାଇ ଥିବା ବେଳେ ନଦୀରେ ବୁଡିଯାଇଥିଲେ। ନଦୀରେ ବୁଡି ମୃତ୍ୟୁ ହୋଇଥିଲା। ସ୍ତାନୀୟ ଲୋକେ ଓ ସାଲେପୁର ଅଗ୍ନିଶମ ବାହିନୀ ବହୁ  ଖୋଜାଖୋଜି ପରେ ମୃତ ଦେହକୁ ଉଦ୍ଧାର କରାଯାଇଥିଲା। ଘଟଣା ସ୍ଥଳରେ କିଶୋରନଗର ପୋଲିସ ପହଞ୍ଚି ମୃତ ଛାତ୍ରର ଶବକୁ ଜବତ କରି ଏକ ଅପମୃତ ମାମଲା ରୁଜୁକରି ଶବବ୍ୟବଚ୍ଛେଦ ପାଇଁ କଟକ ପଠାଇ ତଦନ୍ତ କରୁଥିବା ନେଇ ସୂଚନା ମିଳିଛି

ପଞ୍ଚାୟତ ସମିତି
ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ
ଜଗତସିଂହପୁର: ପଞ୍ଚାୟତ ସମିତି ବୈଠକକୁ ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ । ତିର୍ତ୍ତୋଲ ବ୍ଲକ ସମ୍ମିଳନୀ କକ୍ଷରେ ଚତୁର୍ଥ ପଞ୍ଚାୟତ ସମିତି ସାଧାର
TUMBBAD
Tumbbad: 2018ରେ ଯେତିକି କମେଇ ଥିଲା ତା ଠୁ ଅଧିକ ରି-ରିଲିଜ୍ ରେ କମେଇ ସାରିଲାଣି
ଅର୍ଗସ ବ୍ୟୁରୋ: Tumbbad । ଏହି ଫିଲ୍ମର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ମୁଭି ଟା ମାଷ୍ଟରପିସ୍ । ପୁରା ପୈସା ଅସୁଲ୍ । ଯିଏ ଥରେ ଦେଖିଛି ସିଏ ବାରମ୍ବାର ଦେଖିବାକ
ACCIDENT
ସେନା ଗାଡ଼ି ଓଲଟି 3 BSF ଯବାନ ସହିଦ, 32 ଯବାନ ଆହତ
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ବଡ଼ ଦୁର୍ଘଟଣା । ବଡ଼ଗାମରେ ସେନା ଗାଡ଼ି ଓଲଟି ପଡ଼ିବାରୁ 3 ଜଣ BSF ଯବାନ ସହିଦ ହେବା ସହ 32 ଯବାନ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ 6