ମୋବାଇଲ ଲୁଟି ବାଇକରେ ଛୁ ମାରିଲେ ଲୁଟେରା
by Argus News
Thu, Feb 22 | 7:00 p.m.

ଅର୍ଗସ ବ୍ୟୁରୋ: ଦିନ ଅଧରେ ଲୁଟ ,ପଲସର ବାଇକରେ ଦୁଇ ଲୁଟେରା ଆସି ବାଇକରୁ ପଡି ବେହୋସ ହେବାର ନାଟକ କଲେ ଓ ମୋବାଇଲ ଲୁଟି ବାଇକରେ ଛୁ ମାରିଲେ। ସିସିଟିଭିରେ କଏଦ ହେଲା ଲୁଟ ସମୟର ଦୃଶ୍ୟ। ଏପରି କିଛି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁଖ୍ୟ ବଜାର ଷ୍ଟେଟବ୍ୟାଙ୍କ ନିକଟ ମୁଖ୍ୟ ରାସ୍ତାରେ। 

ଆଜି ଜୟ ପ୍ରକାଶ ମେଡ଼ିକାଲ ଷ୍ଟୋରକୁ ଯିବା ସମୟରେ ଦୁଇ ଯୁବକ ଏକ ପଲସର ବାଇକ ଯୋଗେ ଆସି ପଡି ବେହୋସ ହେବା ନାଟକ କରିଥିଲେ ତାଙ୍କୁ ସହଯୋଗ କରିବା ନିମନ୍ତେ କିଛି ଲୋକ ଏକତ୍ରିତ ହୋଇଥିଲେ। ଜୟ ପ୍ରକାଶଙ୍କ ଉପର ପକେଟରେ ମୋବାଇଲ ଫୋନ ଥିବା କାରଣରୁ ଦୁର୍ବୃତ୍ତ ମାନେ ମୋବାଇଲ ମାରି ବାଇକ ଯୋଗେ ଫେରାର ହୋଇଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ ଚଳାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ