ମାଓବାଦୀଙ୍କ ବଡ଼ ଯୋଜନାକୁ ପଣ୍ଡ କଲେ ସୁରକ୍ଷା ବାହିନୀ
by Argus News
Tue, Sep 17 | 7:59 a.m.

ଅର୍ଗସ ବ୍ୟୁରୋ:  ମାଓବାଦୀଙ୍କ ବଡ଼ ଯୋଜନା କୁ ପଣ୍ଡ କଲେ ମିଳିତ ସୁରକ୍ଷା ବାହିନୀ । ଗୋଟିଏ ଦିନରେ ତିନୋଟି IED କୁ ଉଧାର କରି ନଷ୍ଟ କଲେ ସୁରକ୍ଷା ବାହିନୀ । ଛତିଶଗଡ ଶୁକମା ରେ ଯବାନ ଙ୍କୁ ବଡ଼ ସଫଳତା । ସୁକମା ର କିଷ୍ଟାରାମ ଥାନା ଅନ୍ତର୍ଗତ ଜଙ୍ଗଲରେ CRPF O COBRA ଯବାନ ଙ୍କ ମିଳିତ କୁମ୍ବିଂ ଅପରେସନ ସମୟରେ ଗୋଟିଏ 5 ଓ ଗୋଟିଏ 3 କେଜି ଓଜନର ଟିଫିନ୍ IED କୁ ଉଦ୍ଧାର କରି ନଷ୍ଟ କରିଛନ୍ତି ମିଳିତ ବାହିନୀ । ସେଇଭଳି ସୂକମା ର ଚିନ୍ତାଗୁମ୍ଫା ଥାନା ଅନ୍ତର୍ଗତ ଦାବାକୋନ୍ତା ଓ ପେଣ୍ଟାପଦ ଅଞ୍ଚଳରେ CRPF ଓ DRG ଯବାନ ଙ୍କ ମିଳିତ କୁମ୍ବିଂ ଅପରେସନ ସମୟରେ 8 ରୁ 10 କେଜି ଓଜନର ଗୋଟିଏ ଟିଫିନ୍ IED ଉଧାର କରି ନଷ୍ଟ କରିଛନ୍ତି ସୁରକ୍ଷା ବାହିନୀ । ତିନୋଟି IED ମାଓ ସଂଗଠନ ସୁରକ୍ଷା ବାହିନୀ ଙ୍କ କୁମ୍ବିଂ ଅପରେସନ ସମୟରେ ଯବାନ ଙ୍କୁ କ୍ଷତି ଘଟାଇବାକୁ ମାଟି ତଳେ ପୋତି ଥିଲେ ବୋଲି ଜଣାପଡିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ