ଗିରଫ ହେଲେ କେନ୍ଦୁଝର ଜେଲ ସୁପରିଟେଣ୍ଡେଣ୍ଟ
by Argus News
Sat, Sep 07 | 11:31 a.m.

ଅର୍ଗସ ବ୍ୟୁରୋ: ଗିରଫ ହେଲେ କେନ୍ଦୁଝର ଜେଲ ସୁପରିଟେଣ୍ଡେଣ୍ଟ ସତ୍ୟ ପ୍ରକାଶ ସ୍ୱାଇଁ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ସତ୍ୟ ପ୍ରକାଶ ଙ୍କୁ ଗିରଫ କଲା ଭିଜଲାନ୍ସ । ରେଡ ବେଳେ ଭୁବନେଶ୍ୱର ଝାରପଡା ରେ ଦେଢ଼ କୋଟି ଟଙ୍କା ର ଦାମୀ ତିନିମହଲା ଘର, ଭୁବନେଶ୍ୱର, ବଲାଙ୍ଗୀର ସହ ବିଭିନ୍ନ ଜାଗା ରେ 4 ଟି ଦାମୀ ପ୍ଲଟ ସହ 15 ଲକ୍ଷ ର ଦାମୀ ଇଣ୍ଟେରିଅର ଠାବ କରିଛି ଭିଜଲାନ୍ସ । ଏହା ସହ 10 ଲକ୍ଷ ଟଙ୍କା ର ବସୁନା ଅଳଙ୍କାର ଓ 6 ଲକ୍ଷ ଟଙ୍କା ର ବ୍ୟାଙ୍କ ଜମା ମଧ୍ୟ ରେଡ ବେଳେ ମିଳିଥିଲା ।ଝାରପଡା ଜେଲ ର ସୁପରିଟେଣ୍ଡେଣ୍ଟ ଥିବା ବେଳେ ବିଚାରଧୀନ କଏଦୀ ଙ୍କୁ ଟଙ୍କା ମାଗିବା ସହ ଶାରୀରିକ ନିର୍ଯାତନା ଦେବା ଅଭିଯୋଗ ଆସିଥିଲା ସତ୍ୟ ପ୍ରକାଶ ଙ୍କ ନା ରେ । ଏ ନେଇ ଜେଲ ର ଜଣେ ବିଚାରଧୀନ  କଏଦୀ ଭିଜଲାନ୍ସ ନିର୍ଦେଶକ ଙ୍କୁ ଚିଠି ଲେଖିବା ଖବର ସାମ୍ନା କୁ ଆସିଥିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ