୭ମ ବେତନ ଲାଗୁ  ନକଲେ ପରୀକ୍ଷାରେ ସାହାଯ୍ୟ କରିବେ ନାହିଁ  କହିଲେ ଶିକ୍ଷକ
by Argus News
Mon, Feb 19 | 11:18 a.m.

ଭୁବନେଶ୍ୱର:  ଆସନ୍ତାକାଲି ମାଟ୍ରିକ ପରୀକ୍ଷା। ଏପଟେ ଲୋୟର ପିଏମଜିରେ ଆନ୍ଦୋଳନରତ ଅଛନ୍ତି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ( ଓଷ୍ଟା) ।  ୧୯୪ ସ୍କୁଲକୁ ଅନୁଦାନ ଦେବା ପାଇଁ ଦାବି କରିଛନ୍ତି ।

୭ମ ବେତନ ଲାଗୁ କରିବାକୁ ଦାବି କରୁଛନ୍ତି ଶିକ୍ଷକ। ସେପଟେ ପେନସନ କାହିଁକି ସରକାର ଦେଉନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି  ଶିକ୍ଷକ। ରାଜ୍ୟରେ ଓଷ୍ଟା ଶିକ୍ଷକଙ୍କ ସଂଖ୍ୟା ୩୦,୦୦୦ । ଦାବି ପୂରଣ ନହେଲେ ଆସନ୍ତାକାଲି ପରୀକ୍ଷାରେ ସାହାଯ୍ୟ କରିବେ ନାହିଁ ବୋଲି ଚେତାବନି ଦେଲେ ଶିକ୍ଷକ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ