ଡାକ୍ତରଙ୍କୁ ମାଡ଼ ମାରି ଦୁଇ ଯୁବକ ଗଲେ ଜେଲ୍  
by Argus News
Fri, Sep 20 | 8:23 a.m.

 ବଲାଙ୍ଗୀର:  ଡାକ୍ତରଙ୍କୁ ମାଡ଼ ମାରି ଦୁଇ ଯୁବକ ଗଲେ ଜେଲ୍ । ଟିଟିଲାଗଡ଼ ଥାନା ସର୍ଗିଗୁଡା ଗାଁର ବିରଞ୍ଚି ସାହୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।  ପରେ ଡାକ୍ତର ଗୌରବ ପଣ୍ଡାଙ୍କୁ ଆଉ ଥରେ ଚେକ୍‌ କରନ୍ତୁ ବୋଲି ବିରଞ୍ଚିଙ୍କ ପରିବାରବର୍ଗ କହିଥିଲେ ।

ଡାକ୍ତର ଗୌରବ ପୁଣି ବିରଞ୍ଚି ସାହୁ ମୃତ ବୋଲି କହିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ବିରଞ୍ଚିଙ୍କ ପରିବାର ଲୋକ ଡାକ୍ତରଙ୍କୁ ମାଡ଼ ମାରିଥିଲେ ।
ଅଧିକ ପଢନ୍ତୁ ଓଡିଶା ଖବର 

କୋଲକାତା ଲଜ୍ଜା
7m ago
ଜୁନିୟର ଡାକ୍ତରଙ୍କ ଆନ୍ଦୋଳନରେ ଲାଗିବ ବିରାମ,ଜାରି ରହିବ ନ୍ୟାୟଲଢେଇ
ଅର୍ଗସ ବ୍ୟୁରୋ:କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦିନ ଗଡୁଛି ହେଲେ ସରୁନି ନ୍ୟାୟ ଲଢେଇ,ନ୍ୟାୟ ଅପେକ୍ଷାରେ ରହିଛନ୍ତି ପୀଡିତାଙ୍
ଭରତପୁର ଘଟଣା
ଭରତପୁର ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଡିସିପିଙ୍କୁ ଡାକିଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଭରତପୁର ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ଘଟଣାକୁ ନେଇ ଡିସିପିଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଡାକରା । ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଡାକିଲ
RATNABHANDAR
ରତ୍ନଭଣ୍ଡାରର ବୈଷୟିକ ସର୍ଭେ ବେଳେ ଶ୍ରୀଜୀଉଙ୍କ ଦର୍ଶନରେ ହେବନି କୌଣସି ଅସୁବିଧା
ପୁରୀ: ଏଏସଆଇ ପକ୍ଷରୁ ଆସନ୍ତାକାଲି ଠାରୁ ତିନିଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଅନୁଷ୍ଠିତ ହେବ । ଏଥିପାଇଁ ଦିନ 2ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସମୟ ସ୍ଥି