ରାସ୍ତାକୁ ଓହ୍ଲାଇ ଜୋରଦାର୍ ପ୍ରତିବାଦ କଲେ ମହିଳା
by Argus News
Mon, Feb 12 | 11:17 a.m.

ଅର୍ଗସ ବ୍ୟୁରୋ: ପାଣି ପାଇଁ ତାତିଲେ ମହିଳା । ରାସ୍ତାକୁ ଓହ୍ଲାଇ ଜୋରଦାର୍ ପ୍ରତିବାଦ କରିଛନ୍ତି । ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ପାନୀୟ ଜଳ ସମସ୍ୟା ମୁଖ୍ୟ ସମସ୍ୟା ହୋଇ ଠିଆ ହୋଇଛି । ଯାହାକୁ ନେଇ ଆଜି ୩ ନଂ ୱାର୍ଡର ମହିଳାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପଡାର ଶହ ଶହ ମହିଳା ମାଠିଆ, ବାଲ୍ଟି, ଗରା ଧରି ଦୁର୍ଗା ମନ୍ଦିରଠାରେ ବିଜୁ ଏକ୍ସପ୍ରେସ ୱେଠାରେ ରାସ୍ତା ଅବରୋଧ କରିଛନ୍ତି । ବସୁଧା ଯୋଜନାରେ ଘର ମୁହଁକୁ ପାଣି ଟ୍ୟାପ୍ ଲାଗିଛି ସତ । ହେଲେ ପାଣି ଆସୁ ନାହିଁ । ଫଳରେ ମହିଲା ମାନେ ଦୀର୍ଘ କିମି ପାଣି ଆଣିବା ଯାଇଥାନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ