ଚଳିତ ବର୍ଷ ପାଇଁ ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ହୋଇଛି ଘୋଷଣା
by Argus News
Tue, Oct 08 | 8:05 a.m.

ଅର୍ଗସ ବ୍ୟୁରୋ:  ଚଳିତ ବର୍ଷ ପାଇଁ ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ସୋମବାର ଚିକିତ୍ସା କ୍ଷେତ୍ର ପାଇଁ ନୋବେଲ ବିଜେତାଙ୍କ ନାମ ଘୋଷଣା ହୋଇଛି। ଆମେରିକୀୟ ବୈଜ୍ଞାନିକ ଭିକ୍ଟୋର ଆମ୍ବ୍ରୋସ ଏବଂ ଗ୍ୟାରୀ ରୁବକୁନଙ୍କୁ  ମେଡିସିନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ଦିଆଯିବ।  ଉଭୟଙ୍କୁ ମାଇକ୍ରୋ ଆରଏନଏର ସନ୍ଧାନ ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ। ମେଡିସିନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନେ ଏହି ପୁରସ୍କାର ପାଇବେ।

ଅଧିକ ପଢ଼ନ୍ତୁ ଦେଶ ଖବର:

ASTROLOGICAL
50m ago
ଜାଣନ୍ତୁ ଆଜିର ରାଶିଫଳ, ସତର୍କ ରୁହନ୍ତୁ ଏହି ରାଶି...
ଅର୍ଗସ ବ୍ୟୁରୋ: କିପରି କଟିବ ଆଜି ଆପଣଙ୍କ ଦିନ । ଜାଣନ୍ତୁ କଣ କହୁଛି ଆପଣଙ୍କ ରାଶିଫଳ। ମେଷ- ପରିବାର ଉପରେ ସ୍ନେହ ସଦିଚ୍ଛା ରହିବ । ଅନ୍ୟ ମନସ୍କତା ଓ ଆଘାତ ପ୍ରାପ୍ତିର ଆଶଙ୍କା ରହିଛ
FLAG MARCH
କମିସନରେଟ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ, ସୁରକ୍ଷିତ ଭାବେ ପୂଜା ପାଳନ କରିବାପାଇଁ ଗୁରୁତ୍ୱ
ଅର୍ଗସ ବ୍ୟୁରୋ: କମିସନରେଟ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ | ଭୁବନେଶ୍ୱର ଡିସିପି ପିନାକ ମିଶ୍ର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ବିଭିନ୍ନ ଅଞ୍ଚଳ ବୁଲି ଫ୍ଲାଗ ମାର୍ଚ୍ଚ କରିଛନ୍ତ
CHAMPIONSHIP
ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ , ପ୍ରଥମ ଦିନରେ ଓଡ଼ିଶାକୁ ମିଳିଲା ୨୭ଟି ପଦକ
ଅର୍ଗସ ବ୍ୟୁରୋ: କଳିଙ୍ଗ ଷ୍ଟାଡିୟମ୍ ରେ ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ । ପ୍ରଥମଦିନରେ ଓଡ଼ିଶାକୁ ମିଳିଲା ୨୭ଟି ପଦକ । ଯୁବ କ୍ରୀଡାବିତଙ୍କ ପ୍ରତିଭ