କାଲି ଡିଜି ବୈଠକ, ଆଜି ଧମକ ଦେଲା ପନୁନ
by Argus News
Thu, Nov 28 | 1:23 p.m.

ଅର୍ଗସ ବ୍ୟୁରୋ : ଡିଜି କନଫରେନ୍ସ ପୂର୍ବରୁ ଧମକ  । ଖଲିସ୍ତାନୀ ବିଛିନ୍ନତାବାଦୀ ନେତା  ଗୁରପତୱନ୍ତ ସିଂ ପନୁନଙ୍କ ଧମକ । ଡିଜିପି କନଫରେନ୍ସ ପୂର୍ବରୁ ବଡ ଧରଣର ଆକ୍ରମଣ କରାଯିବ ବୋଲି ସେ ଧମକ ଦେଇଛି । ଟେମ୍ପଲ ସିଟି ଭୁବେନଶ୍ବରକୁ ସେ ଟେରର ସିଟି କହିଛି । କାଲିଠୁ ଭୁବେନଶ୍ବରରେ ଆରମ୍ଭ ହେଉଛି ଡିଜି ସମ୍ମିଳନୀ । ଡିଜି ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗ ଦେବେ  । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗଦେବେ । 

ସୁଭଦ୍ରା
11m ago
ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାରେ ବେଶୀ ରିଜେକ୍ସନ୍
ଭୁବନେଶ୍ୱର: 15 ଦିନ ଭିତରେ ସରିବ`ସୁଭଦ୍ରା' ରିଜେକ୍ସନ୍ ଯାଞ୍ଚ । ଅଧିକ ରିଜେକ୍ସନ୍ ସ୍ଥାନକୁ ଗୁରୁତ୍ବ ଦେଉଛି ବିଭାଗ । ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲା ରିଜେକ୍ସନ୍ ଅଧିକ ରହିଛ
ସାଇବର ଅପରାଧ
41m ago
ସାଇବର ଅପରାଧ ରୋକ୍ ଦିଗରେ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ
ଅର୍ଗସ ବ୍ୟୁରୋ: ସାଇବର ଅପରାଧ ରୋକ୍ ଦିଗରେ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ୬୬୯ ହଜାର ସିମ୍ କାର୍ଡ଼ ଏବଂ ୧ଲକ୍ଷ ୩୨ ହଜାର ଟି ଆନ୍ତର୍ଜାତୀୟ ମୋବାଇଲ ଉପକରଣ ପରିଚୟ ବା IMEI ନମ୍ବରକ
କ୍ରୀଡାର ପାୱାର ହାଉସ
55m ago
` କ୍ରୀଡାବିତ ଓ ଭିତ୍ତିଭୂମିର ବିକାଶ କେବଳ ରାଜଧାନୀରେ ରହିଲେ ହେବ ନାହିଁ '
ଭୁବନେଶ୍ୱର: ଓଡ଼ିଶାରେ ହେବ କ୍ରୀଡାର ପାୱାର ହାଉସ । କ୍ରୀଡାବିତ ଓ ଭିତ୍ତିଭୂମିର ବିକାଶ କେବଳ ରାଜଧାନୀରେ ରହିଲେ ହେବ ନାହିଁ । ବରଂ ଗ୍ରାମାଞ୍ଚଳରେ ପହଞ୍ଚିବାକୁ ପଡ଼ିବ
PRIME MINISTER
ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଆସିଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟସୂଚୀ । ଡିଜିପି ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । କାଲି ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ର
ଡିଜି କନଫରେନ୍ସ
କାଲି ଡିଜି ବୈଠକ, ଆଜି ଧମକ ଦେଲା ପନୁନ
ଅର୍ଗସ ବ୍ୟୁରୋ : ଡିଜି କନଫରେନ୍ସ ପୂର୍ବରୁ ଧମକ । ଖଲିସ୍ତାନୀ ବିଛିନ୍ନତାବାଦୀ ନେତା ଗୁରପତୱନ୍ତ ସିଂ ପନୁନଙ୍କ ଧମକ । ଡିଜିପି କନଫରେନ୍ସ ପୂର୍ବରୁ ବଡ ଧରଣର ଆକ୍ରମଣ କରାଯି