ଆଜି ବିଶ୍ୱ ପାଳୁଛି ଖାଦ୍ୟ ଦିବସ
by Argus News
Tue, May 28 | 2:50 p.m.

ଭୁବନେଶ୍ୱର:  ମୁଠାଏ ଅନ୍ନ ଗୋଟିଏ ଜୀବନ । ଏହି ବାର୍ତ୍ତା ସହ ଆଜି  ବିଶ୍ୱ ପାଳୁଛି ଖାଦ୍ୟ ଦିବସ। ଏନେଇ ଭୁବନେଶ୍ଵରରେ ଭୋକମୁକ୍ତ ଅଭିଯାନ ସହ ପାଳିତ ହୋଇଯାଇଛି ଏହି ସ୍ବତନ୍ତ୍ର ଦିବସ । ମାଲାବାର ଗୃପ ପକ୍ଷରୁ ୫୧ ହଜାର ଖାଦ୍ୟ ପୁଡିଆ ବାଣ୍ଟିବାର ଲକ୍ଷ୍ୟ ରଖାଯାଇଛି।  

ବର୍ତମାନ ଓଡ଼ିଶା, ୱଷ୍ଟବେଙ୍ଗଲ, ଝାଡ଼ଖଣ୍ଡରେ ୫ ହଜାର ୭ ଶହ ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଉଥିବା ବେଳେ ଆଗକୁ ଅନେକ ସ୍ଥାନରେ ଖାଦ୍ୟ ବାଣ୍ଟିବାର ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ସମସ୍ତ କର୍ମଚାରୀ ମାନେ ନିଜ କର୍ମ ସହ ଯଥା ସମ୍ଭବ ଜଣେ ଭୋକିଲାକୁ ସାହାର୍ଯ୍ୟ କରିବା ସହ ସମାଜ ସେବାରେ ନିଜକୁ ସାମିଲ କରିବା ପାଇଁ ପ୍ରତିଜ୍ଞା ବଦ୍ଧ ହୋଇଛନ୍ତି ମାଳବର୍ ଗ୍ରୁପ୍। ଏଥିସହ  ଖାଦ୍ୟ ନଷ୍ଟ ନ କରିବା ପାଇଁ ଆହ୍ବାନ ଦେଇଛନ୍ତି ସାମିଲ୍ ହୋଇଥିବା ଅନେକ ସାମାଜିକ କର୍ମୀ ।   

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ