ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷାଫଳ
by Argus News
Sun, May 26 | 8:27 a.m.

ଅର୍ଗସ ବ୍ୟୁରୋ: ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷାଫଳ ।  ବୋର୍ଡ କାର୍ଯ୍ୟାଳୟରେ ସକାଳ ସାଢେ 10ଟାରେ ପ୍ରକାଶ ପାଇବ ପରୀକ୍ଷା ଫଳ । ଦିନ ସାଢେ 11ଟାରେ bscodisha.ac. in ୱେବସାଇଟରେ ଉପଲବ୍ଧ ହେବ ମାଟ୍ରିକ ରେଜଲ୍ଟ। ରେଜଲ୍ଟ ଘୋଷଣାର 6ଘଣ୍ଟା ଅର୍ଥାତ ଅପରାହ୍ନ 4ଟାରେ ଅନଲାଇନ ଓ ହ୍ବାଟ୍ସଅପରେ ଡିଜିଟାଲ ମାଟ୍ରିକ  ପ୍ରମାଣପାତ୍ର ପାଇପାରିବେ। ହ୍ବାଟ୍ସଅପରେ ସାର୍ଟିଫିକେଟ ପାଇବା ପାଇଁ 7710058192 ନମ୍ବର ଜାରି କରିଛି ବୋର୍ଡ । 

ଇଣ୍ଟରନେଟ ସମସ୍ୟା ଥିବା ଅଞ୍ଚଳର ପିଲାମାନେ OR-10-ରୋଲ ନାମ୍ବର ଲେଖି 5676750 ନମ୍ବରକୁ ଏସଏମଏସ କରି ମଧ୍ୟ ପରୀକ୍ଷାଫଳ ଜାଣି ପାରିବେ। ପରୀକ୍ଷା ଫଳ ଜନିତ ସମସ୍ତ ସମସ୍ୟାର ସମାଧାନ ଓ ରିଚେକ କରିବାକୁ ମେ 29 ରୁ ଜୁନ 12ପର୍ଯ୍ୟନ୍ତ 15 ଦିନ ସମୟ ଦିଆଯାଇଥିବା ପୂର୍ବରୁ ବୋର୍ଡ ପକ୍ଷରୁ ଘୋଷଣା ହୋଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ