ବେଙ୍ଗାଲୁରୁ କାଫେ ବିସ୍ଫୋରଣ, ଦୁଇ ଗିରଫ
by Argus News
Fri, Apr 12 | 3:14 p.m.

ଅର୍ଗସ ବ୍ୟୁରୋ:  ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ଏନଆଇଏ । ପଶ୍ଚିମବଂଗର ପୂର୍ବ ମେଦିନପୁରରୁ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ବିସ୍ଫୋରଣ ପାଇଁ ବୋମା ଖଞ୍ଚିଥିବା ବେଳେ ଆଉଜଣେ ଏଥିପାଇଁ ଷଡଯନ୍ତ୍ର କରିଥିଲା। ପଶ୍ଚିମବଂଗରେ ସେମାନେ ଥିବା ସୂଚନା ପାଇ ଏନଆଇଏ ଟିମ୍ ସହ କୋଲକତା ପୋଲିସ ଚଢଉ କରିଥିଲେ । ମାର୍ଚ୍ଚ ପହିଲାରେ ହୋଇଥିବା ବିସ୍ଫେରଣରେ ହୋଟେଲ କର୍ମଚାରୀଙ୍କ ସହ ଅନେକ ଗ୍ରାହକ ଆହତ ହୋଇଥିଲେ । ଏନେଇ କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତରପ୍ରଦେଶର ୧୮ଟି ସ୍ଥାନରେ ଚଢଉ କରିଥିଲା । ବେଙ୍ଗାଲୁରୁ ବିସ୍ଫେରଣ ମାମଲାରେ ପୂର୍ବରୁ ଜଣଙ୍କୁ ଗିରଫ କରିଥିଲା ଏନଆଇଏ ।

ଅଧିକ ପଢ଼ନ୍ତୁ ଦେଶ ଖବର:
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ