ରେମୁଣାରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳ
by Argus News
Sun, Apr 14 | 6:52 p.m.

ଅର୍ଗସ ବ୍ୟୁରୋ: ବାଲେଶ୍ବର ରେମୁଣା ଗନିପୁର ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା । ଓଡ଼ିଆ ନବବର୍ଷ ଅଭିମୁଖେ ବାଲେଶ୍ବର ବଜରଙ୍ଗ ଦଳର ଏକ ଶୋଭାଯାତ୍ରା ସହରରେ ପରିକ୍ରମା ଲାଗି ବାହାରି ଥିବାବେଳେ ରେମୁଣା ଗନିପୁରରେ ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଦେଖିବାକୁ ମିଳିଛି। 

ଘଟଣା ସ୍ଥଳରେ ଜୟ ଶ୍ରୀ ରାମ ନାରାକୁ ନେଇ ଉତ୍ତେଜନା ହୋଇଥିବା ବେଳେ ଉଭୟ ସଂପ୍ରଦାୟଙ୍କ ମଧ୍ୟରେ ପଥର ମାଡ଼ ହୋଇଥିଲା। ଘଟଣା ସ୍ଥଳରେ ୧୦ ରୁ ଅଧିକ ଗୁରୁତ୍ଵ ହୋଇଥିବା ବେଳେ ରେମୁଣା ପୋଲିସ ଘଟଣା ସ୍ଥଳରେ ମୁତୟନ ଅଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ