ସରକାରୀ କୂଅକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ
by Argus News
Tue, Nov 05 | 2:22 p.m.

ଅର୍ଗସ ବ୍ୟୁରୋ: ସରକାରୀ କୂଅକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଗୁଡ଼ା NAC ଅନ୍ତର୍ଗତ 3 ନମ୍ବର ମୁଣ୍ଡାସାହି ୱାର୍ଡରେ। ମୁଣ୍ଡାସାହି ୱାର୍ଡ ଅନ୍ତର୍ଗତ ବାନ୍ଦାପାଙ୍ଗା ଗାଁ ର ଗ୍ରାମବାସୀ ମାନେ ଦୀର୍ଘ ବର୍ଷ ଧରି ଏକ ସରକାରୀ କୂଅକୁ ବ୍ୟବହାର କରୁଥିଲେ। 

କିନ୍ତୁ ଅଳ୍ପ କିଛି ବର୍ଷ ହେବ ଏ ସରକାରୀ କୂଅକୁ ତେଜେଶ୍ୱର୍ ନାୟକ ଜବରଦଖଲ କରିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। କୂଅକୁ ପାଚେରୀ ନିର୍ମାଣ କରି ନିଜ ଅକ୍ତିଆରରେ ରଖିଛନ୍ତି ସମ୍ପୃକ୍ତ ବ୍ୟକ୍ତି। ଏ ନେଇ ଆଜି ସମୂହ ଗ୍ରାମବାସୀ ବାଲିଗୁଡ଼ା NAC ର କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକ ଦଳାଇଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ବର୍ଡର-ଗାଭାସ୍କର ଟ୍ରଫି
9m ago
ଗର୍ଜିଲା କଙ୍ଗାରୁ ଦଳ, ନ୍ୟୁଜିଲାଣ୍ଡ ଆମ କାମକୁ କରିଦେଲା ସହଜ
ଅର୍ଗସ ବ୍ୟୁରୋ:ବର୍ଡର-ଗାଭାସ୍କର ଟ୍ରଫିକୁ ଆଉ ଦିନ କେଇଟା ଥିବାବେଳେ ଏବେଠୁ ଗର୍ଜିଲାଣି ଅଷ୍ଟ୍ରେଲିଆ ଦଳ,ନିକଟରେ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ଭାରତକୁ ନିଜ ଘରେ ୩-୦ରେ ପରାସ୍ତ କଲା ପର
ରସୁଣ
12m ago
ଉଚ୍ଚ ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବ ରସୁଣ
ଅର୍ଗସ ବ୍ୟୁରୋ: ଜୀବନଶୈଳୀ ରୋଗ ଭାବରେ ଲୋକଙ୍କ ମଧ୍ୟରେ ଉଚ୍ଚ ୟୁରିକ୍ ଏସିଡ୍ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାର କାରଣ ଖରାପ ଖାଇବା ଅଭ୍ୟାସ ଏବଂ ଖରାପ ଜୀବନଶୈଳୀ ବୋଲି ବିବେଚନ
ଯାତ୍ରା
ଯାତ୍ରାରେ ଅଶ୍ଳୀଳତା ଉପରେ ରୋକ୍ ଲାଗି ଆଇନ ମନ୍ତ୍ରୀଙ୍କୁ ଭେଟି ଦାବି
ଅର୍ଗସ ବ୍ୟୁରୋ: ଯାତ୍ରାରେ ଅଶ୍ଳୀଳତା ଉପରେ ଲାଗିବ ରୋକ୍। ଯାତ୍ରାରେ ସଂସ୍କୃତି ପରମ୍ପରାର ଅବକ୍ଷୟକୁ ପ୍ରସୟ ଦିଆଯିବ ନାହିଁ ବୋଲି କହିଛନ୍ତି ଆଇନମନ୍ତ୍ରୀ। ସଂସ୍କୃତିର ସୁରକ୍ଷା ଦିଗର