ରେଢାଖୋଲ କୁବେଲ ମେରୁ ଯାତ୍ରାରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ
by Argus News
Sun, Apr 14 | 4:49 p.m.

ରେଢାଖୋଲ: ରେଢାଖୋଲର କୁବେଲ ମେରୁ ଯାତ୍ରାରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାବା କପିଳେଶ୍ବରଙ୍କୁ ଦର୍ଶନ କରିବା ପରେ ୫ ଗୋଟି ଦଣ୍ଡଯାତ୍ରାକୁ ବୁଲି ଦର୍ଶନ କଲେ । କହିଲେ ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକର ଇଏ ଅନନ୍ୟ ପରିଚୟ । ମେରୁରେ ଦଣ୍ଡ ହେଉଛି ଏହି ଅଞ୍ଚଳର ଅନନ୍ୟ ପରମ୍ପରା । ଲୋକ ସାହିତ୍ୟ, ଲୋକ ସଂସ୍କୃତି, ଲୋକକଳା ଏବଂ ତପସ୍ୟାର ଏକ ଅନ୍ୟ ନାମ ଦଣ୍ଡନାଚ । ନିର୍ଜଳା ଉପବାସ କରି ଲୋକମାନେ ଏହି ପର୍ବ ପାଳନ କରିଛନ୍ତି । ପ୍ରଭୁ ରାମ ଚନ୍ଦ୍ର ଏବଂ ଶିବ ଭଗବାନଙ୍କ ପାଖରେ ଅଞ୍ଚଳବାସୀ ପାଇଁ ମଙ୍ଗଳ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
 

ଆହୁରି ପଢନ୍ତୁ ଓଡିଶା ଖବର...

VILLAGE
now
ଡ଼ୁମଡୁମୀ ଗାଁରେ ଆଜି ବି ବିକାଶ ଅପହଞ୍ଚ
ଅର୍ଗସ ବ୍ୟୁରୋ: ପାହାଡ ତଳେ ଅସହାୟ ଡ଼ୁମଡୁମୀ। ଗାଁର ଅବସ୍ଥା ଦେଖିଲେ ଲାଗିବ ସତେ ଯେମିତି ପାହାଡର ଚଟ୍ଟାଣ ଡେଇଁ ପହଞ୍ଚି ପାରିନି ବିକାଶ। ମନ୍ତ୍ରୀ ଟୁକୁନୀ ସାହୁ ଘର ଠାରୁ ମାତ୍ର 10
STRUGGLE
13m ago
ଗୋଟିଏ ପଟେ ଜୀବନ ଆଉ ଗୋଟେ ପଟେ ସଂଗ୍ରାମ
ଅର୍ଗସ ବ୍ୟୁରୋ: ଗୋଟିଏ ପଟେ ଜୀବନ ଆଉ ଗୋଟେ ପଟେ ଜୀବନ ପାଇଁ ସଂଗ୍ରାମ। ଏଥିରେ ବାଜିରେ ପଡିଛି ଜୀବନ। କେମିତି ବିପଦ ସଂଙ୍କୁଳ ଅବସ୍ଥାରେ ପିଇବା ପାଣି ସଂଗ୍ରହ କରୁଛନ୍ତି ମହିଳା
METEOROLOGICAL
26m ago
ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପାଗ ବିଭାଗ
ଅର୍ଗସ ବ୍ୟୁରୋ : ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପା