ୟୁପିଆଇ ଡିଜିଟାଲ ପେମେଣ୍ଟ ସିଷ୍ଟମରେ ଆଣିଛି ବୈପ୍ଳବିକ ପରିବର୍ତ୍ତନ
by Argus News
Mon, Feb 12 | 10:00 a.m.

ଅର୍ଗସ ବ୍ୟୁରୋ:  ୟୁପିଆଇ ଆରମ୍ଭ ହେବା ପରେ ଦେଶର ଡିଜିଟାଲ ପେମେଣ୍ଟ ସିଷ୍ଟମରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଛି । ଆଜିର ଦିନରେ ଛୋଟ ବିକ୍ରେତା ଠାରୁ ଆରମ୍ଭ କରି ବଡ ଇ-କମର୍ସ କମ୍ପାନୀଗୁଡିକ ୟୁପିଆଇ ନେଟୱାର୍କ ସହିତ ସଂଯୁକ୍ତ । ପ୍ରତିବର୍ଷ ୟୁପିଆଇ ମାଧ୍ୟମରେ କାରବାର ଏକ ନୂତନ ରେକର୍ଡ ସୃଷ୍ଟି କରୁଛି । ଏବେ ଭାରତର ଏହି ୟୁପିଆଇ ସାରା ବିଶ୍ବରେ ଚହଳ ପକାଇଛି। ସିଙ୍ଗାପୁର, ୟୁଏଇ, ନେପାଳ, ଭୁଟାନ ଓ ଫ୍ରାନ୍ସରେ ମଧ୍ୟ ୟୁପିଆଇ ସେବା ଆରମ୍ଭ ହୋଇସାରିଛି। ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀ ଭିଡିଏ କନଫରେନ୍ସିଂ ମାଧ୍ୟମରେ ଶ୍ରୀଲଙ୍କା ଓ ମରିସସରେ ୟୁପିଆଇ ସେବାର ଶୁଭାରମ୍ଭ କରିବେ। ଏ ଅବସରରେ ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଗେ ଏବଂ ମରିସରରେ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜୁଗନାଥ ଉପସ୍ଥିତ ରହିବେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ