ବଦଳିବ UPSC ପରୀକ୍ଷା ପ୍ରଣାଳୀ
by Argus News
Thu, Jul 25 | 9:51 p.m.

ଅର୍ଗସ ବ୍ୟୁରୋ: ପରୀକ୍ଷାରେ ଜାଲିଆତି ରୋକିବା ପାଇଁ ଟେକ୍ନୋଲୋଜିର ସାହାରା ନେବ ୟୁନିୟନ ପବ୍ଲିକ ସର୍ଭିସ କମିଶନ ବା ୟୁପିଏସସି । ୟୁପିଏସସି ପରୀକ୍ଷା ପ୍ରଣାଳୀରେ କିଛି ଏପରି ନୂଆ ପରିବର୍ତ୍ତନ କରିବାକୁ ଯାଉଛି । ଏଣିକି ଆଧାରକାର୍ଟ ସହ ଜଡିତ ଫିଙ୍ଗରପ୍ରିଣ୍ଟ, ପରୀକ୍ଷା ପ୍ରାର୍ଥୀଙ୍କର ଫେସିଆଲ ରେକଗ୍ନାଇସନ ଇତ୍ୟାଦିକୁ ବ୍ୟବହାର କରି ପରୀକ୍ଷା ଆୟୋଜିତ ହେବ । 

ନିକଟରେ  ଟ୍ରେନି ଆଇଏଏସ ପୂଜା ଖେଡକର ଙ୍କ ଜାଲିଆତି ଧରାପଡିବା ପରେ କିଛି ଏମିତି ପଦକ୍ଷେପ ନେବ ୟୁପିଏସସି...ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ଉନ୍ନତ ଡିଜିଟାଲ ଟେକ୍ନୋଲୋଜି ଆପଣାଇବାକୁ ନିଷ୍ପତ୍ତି ନେଇଛି ଆୟୋଗ। 

ସିସିଟିଭି , ଆର୍ଟିଫିସିଆଲ ଇଣ୍ଟଲିଜେନ୍ସି , ଅନଲାଇନ ଆଡମିଟ୍ କାର୍ଡର କ୍ୟୁଆର କୋର୍ଡ ସ୍କାନ, ଫିଙ୍ଗରପ୍ରିଣ୍ଟ ଅଥେଣ୍ଟିକେସନ ଏବଂ ଫେସିଆଲ ରେକଗ୍ନାଇସନ  ଇତ୍ୟାଦି  ଟେକ୍ନୋନୋଜି ପରୀକ୍ଷା ସମୟରେ ବ୍ୟବହାର କରିବାକୁ ଯୋଜନା କରାଯାଉଛି।

ଆହୁରି ପଢନ୍ତୁ ଭାରତ ଖବର...

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା