ବିଶ୍ୱ ବିଦ୍ୟାଳୟ ପାଇଁ ଖୁସି ଖବର, ମିଳିଲା A+ ଗ୍ରେଡ
by Argus News
Thu, Nov 30 | 7:59 p.m.

ଅର୍ଗସ ବ୍ୟୁରୋ:  ପୁନଃ ବିଚାର ପରେ ଉତ୍କଲ ବିଶ୍ୱ ବିଦ୍ୟାଳୟ ହାତେଇଲା A+ ଗ୍ରେଡ। ବିଶ୍ୱ ବିଦ୍ୟାଳୟ ପାଇଁ ଖୁସି ଖବର। ମେ ମାସରେ ଆସିଥିବା ନାକ ଟିମ ଦେଇଥିଲା A ଗ୍ରେଡ।  ମୌଳିଥିଲା  ଉତ୍କଲ ବିଶ୍ୱ ବିଦ୍ୟାଳୟ A++ ଗ୍ରେଡ  ଆଶା। ପୁନଃ ବିଚାର ପାଇଁ ଆବଦେନ କରିଥିଲେ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ। ଯାହାର ଫଳାଫଳ ଆଶାନୁରୂପକ ଆସିଛି। A ଗ୍ରେଡରୁ ଉଠି ନାକ ଟିମ ଦେଇଛି A+ ଗ୍ରେଡ।  ୨୦୧୬ ଉତ୍କଲ ହାତେଇଥିଲା A+  ଗ୍ରେଡ। ଏଥର ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ A++ ପାଇଁ ଆଶା ରଖିଥିଲେ ମଧ୍ୟ ତାହା ବିଫଳ ହୋଇଥିଲେ ମଧ୍ୟ A + ଗ୍ରେଡ ସନ୍ତୋଷ ଦେଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ