ବିଜେଡି ସରକାରର ଅପାରଗତାରୁ ପାଣି ପାଇଁ ଡହଳ ବିକଳ ଆଦିବାସୀ
by Argus News
Wed, May 29 | 6:30 p.m.

ଅର୍ଗସ ବ୍ୟୁରୋ: ସ୍ୱାଧୀନତାର ସାତ ଦଶନ୍ଧି ଏବଂ ସ୍ଥାୟୀ ସରକାରଙ୍କ ଚବିଶ ବର୍ଷର ଶାସନ । ତା ପରେ ବି ରାଜ୍ୟରେ ଆଦିବାସୀଙ୍କୁ ଅଣଦେଖା। ନା ଅଛି ପକ୍କା ରାସ୍ତା ନା ଅଛି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା । ମୟୂରଭଞ୍ଜ ଜିଲ୍ଲା ଅଁଳାଯୋଡ଼ି ଗ୍ରାମପଞ୍ଚାୟତର ଡକଡିହା ଏବଂ ବନ୍ଧସାହି । ଏଠି ପ୍ରହସନ ପାଲଟିଛି  ବସୁଧା ଯୋଜନା। ଗ୍ରାମରେ ଦୁଇ ଦୁଇଟି ବସୁଧା ଟାଙ୍କି ନିର୍ମାଣ ସଂପୂର୍ଣ୍ଣ ହୋଇଥିଲେ ସୁଦ୍ଧା ଟୋପାଏ ପାନୀୟ ଜଳ ପାଇଁ ଡହଳବିକଳ ଦୁଇ ଶହରୁ  ଅଧିକ ଆଦିବାସି ପରିବାର। ଅପରପକ୍ଷରେ ଗାଁକୁ ଯିବା ପାଇଁ ପକ୍କା ରାସ୍ତା ଟିଏ ମଧ୍ୟ ନାହିଁ । କେଉଁଠି ପଥର ବାହାରି ପଡ଼ିଛି ତୋ କେଉଁଠି ବଡ଼ ବଡ଼ ଗାତ। ବର୍ଷା ଦିନରେ ରୋଗୀକୁ ଖଟିଆରେ ଏକ କିଲୋମିଟର ବୋହିବାକୁ ପଡ଼େ କହିବା ସହ ଏଥର ସରକାର ପରିବର୍ତ୍ତନ କରିବେ ବୋଲି  ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ