ଆହତ ହେଲେ ଭିକି, ହାତରେ ପଟି ବାନ୍ଧି ଆସିଲେ ନଜର
by Argus News
Thu, Feb 08 | 4:00 p.m.

ଅର୍ଗସ ବ୍ୟୁରୋ: ଦୁର୍ଘଟଣାର ଶିକାର ହେଲେ ଅଭିନେତା ଭିକି କୌଶଲ। ଦୁର୍ଘଟଣାରେ ଅଭିନେତା ଆହତ ହୋଇଛନ୍ତି। ଏ କବର ପରେ ତାଙ୍କ ଫ୍ୟାନ୍ସଙ୍କ ମହଲରେ ଦୁଃଖ ଛାଇ ଯାଇଛି। କେମିତି ଏହା ହେଲା ତାକୁ ନେଇ ପ୍ରଶଂସକ ମହଲରେ ଚିନ୍ତା। ତାଙ୍କ ହାତରେ ଆଘାତ ଲାଗିଛି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ହେଉଛି। ଏହା ଦେଖିବା ପରେ ଅଭିନେତାଙ୍କ ପ୍ରଶଂସକମାନେ ମଧ୍ୟ ଟେନସନରେ ଅଛନ୍ତି। 

ସାମ୍ନାକୁ ଆସିଥିବା ଏହି ଭିଡିଓରେ ଅଭିନେତା ତାଙ୍କ କାରରୁ ଓହ୍ଲାଉଥିବାର ନଜର ଆସିଛନ୍ତି। ଅଭିନେତାଙ୍କ ହାତ ପ୍ଲାଷ୍ଟର ହୋଇଥିବା ଦେଖାଯାଉଛି। ତାଙ୍କ ବାମ ହାତ ବର୍ତ୍ତମାନ ଆଘାତପ୍ରାପ୍ତ ଦେଖାଯାଉଛି। ତାଙ୍କର ଗୋଟିଏ ହାତରେ ପାଣି ବୋତଲ ଏବଂ ଅନ୍ୟ ହାତରେ ଏକ ପ୍ଲାଷ୍ଟର ବନ୍ଧା ହୋଇଥିବା ଦେଖାଯାଉଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 


 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ