ଆହୁରି 3 ଦିନ କଲବଲ କରିବ ତାତି, ବଢିପାରେ ସ୍କୁଲ ଛୁଟି ଅବଧି
by Argus News
Mon, Jun 17 | 3:10 p.m.

ଭୁବନେଶ୍ୱର:  ଗ୍ରୀଷ୍ମ ପ୍ରବାହକୁ ଦେଖି କିଛି ଜିଲ୍ଲାରେ ବଢିପାରେ ସ୍କୁଲ ଛୁଟି ଅବଧି । ସ୍କୁଲ ଛୁଟି କିମ୍ବା ବିଳମ୍ବରେ ଖୋଲିବା ନେଇ ଚାଲିଛି ବୈଠକ । ଆଉ କିଛି ସମୟ ପରେ ଆସିପାରେ ନିଷ୍ପତି । ଗ୍ରୀଷ୍ମ ପ୍ରବାହକୁ ଦେଖି କିଛି ଜିଲାରେ ସ୍କୁଲ ୩ ଦିନ ଛୁଟି ହୋଇପାରେ । ଆଉ ବାକି ଜିଲ୍ଲା ଗୁଡିକରେ ସକାଳ ୦୬: ୩୦ ରୁ ୧୦: ୩୦ ଯାଏଁ ଚାଲିପାରେ ସ୍କୁଲ । 

ଜଳୁଛି ଦିନ, ପ୍ରବଳ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ମାଲକାନଗିରି ଛୁଇଁବା ପରେ ମାୟାମୃଗ ପାଲଟିଯାଇଛି ମୌସୁମୀ । ରାଜ୍ୟସାରା ତାତି ଓ ଗୁଳିଗୁଳି ଯୋଗୁଁ ସ୍ଥିତି ଅସମ୍ଭାଳ । ପାଣିପାଗ ବିଭାଗର ଆକଳନ । ଏବେ ପାଗରେ ନାହିଁ ବଡ଼ ପରିବର୍ତ୍ତନ । ଚାରି ପାଞ୍ଚ ଦିନ ଭିତରେ ମୌସୁମୀ ଆଗକୁ ବଢ଼ିବା ସମ୍ଭାବନା । ଦୁଇ ଦିନ ଭିତରେ ରାଜ୍ୟର କିଛି ସ୍ଥାନରେ ହୋଇପାରେ ବର୍ଷା ।

ଆହୁରି ପଢନ୍ତୁ ଓଡିଶା ଖବର...
 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ