ଭିମସାରରୁ ଡିସଚାର୍ଜ ହେଲା ବୋରୱେଲରୁ ଉଦ୍ଧାର ଶିଶୁ ବିଜୟିନୀ
by Argus News
Thu, Jan 11 | 1:38 p.m.

ଅର୍ଗସ ବ୍ୟୁରୋ: ସମ୍ବଲପୁରରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଭିମ୍‌ସାର ମେଡିକାଲରୁ ଡିସଚାର୍ଜ ହେଲା ବିଜୟିନୀ। ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା ବିଜୟିନୀ ଏବେ ଭୀମସାରରୁ ସଂପୂର୍ଣ୍ଣ ସୁସ୍ଥ ହୋଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରାଯିବ। ମାସେ ପୂର୍ବରୁ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଲାରୀପାଲି ଗ୍ରାମ ନିକଟସ୍ଥ ଏକ ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇଥିଲା।

୨୦୨୩ ମସିହା ଡିସେମ୍ବର ୧୨ ତାରିଖରେ ଏକ ପରିତ୍ୟକ୍ତ ବୋରୱେଲରୁ ରାତି ପ୍ରାୟ 9.40 ମିନିଟରେ ବହୁ ପରିଶ୍ରମ କରି ଉଦ୍ଧାର କରାଯାଇଥିଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ACCIDENT
25m ago
କଟକ ବାଲିକୁଦା ଛକରେ ଭୟଙ୍କର ଦୁର୍ଘଟଣା
କଟକ: କଟକ ବାଲିକୁଦା ଛକରେ ଦୁର୍ଘଟଣା । ଏନ୍ଏଚ୍- ୧୬ ସଦର ଥାନା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସ୍କୁଟିକୁ ପିଟିଲା ଟ୍ରକ୍ । ସ୍କୁଟିରେ ଦୁଇ ଯୁବକ ଯାଉଥିବାବେଳ
ACCIDENT
34m ago
ନାବାଳକଙ୍କ ବେପରୁଆ ଗାଡି ଚାଳନା, ୨ମୃତ
ଅର୍ଗସ ବ୍ୟୁରୋ: ପୁନେରେ ନାବାଳକଙ୍କ ବେପରୁଆ ଗାଡିଚାଳନା ଘଟଣାରେ ତଦନ୍ତ କରୁଛି ପୋଲିସ । ଆଜି ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରୁଛନ୍ତି । ଏଥିସହ ବିଭିନ୍
HOROSCOPE
ଏହି 4 ରାଶି ପାଇଁ ଆଜି ଧନ ବର୍ଷା...
ଅର୍ଗସ ବ୍ୟୁରୋ: ଆଜି ଆପଣ ରାଶି କେମିତି କଟିବ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତାରେ ରହିବେ । ପରିବାର ସହ ସମୟ ବିତାଇବା ପାଇ