‘ଅକ୍ଷତ ବଣ୍ଟନ ଯାତ୍ରା’ରେ ସାମିଲ ହେଲେ ବିକାଶ ଫାଉଣ୍ଡେସନ ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ
by Argus News
Sat, Jan 13 | 1:46 p.m.

ଅର୍ଗସ ବ୍ୟୁରୋ: ପବିତ୍ର ଅଯୋଧ୍ୟା ଧାମରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଅନୁଗୋଳ ପୌରପାଳିକାରେ ଅକ୍ଷତ ବଣ୍ଟନ ଆରମ୍ଭ । ପୌରପାଳିକାର ୧୫ ନଂ ୱାର୍ଡରେ ଆୟୋଜିତ ‘ଅକ୍ଷତ ବଣ୍ଟନ ଯାତ୍ରା’ରେ ବିକାଶ  ଫାଉଣ୍ଡେସନ ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ ସାମିଲ ହୋଇ ପ୍ରଭୁ ଶ୍ରୀରାମଙ୍କ ଆଗମନ ସବୁଠି ରାମମୟ ପରିବେଶ ତିଆରି କରିଛି ବୋଲି କହିଛନ୍ତି । ଶ୍ରୀରାମ ମନ୍ଦିର ସମସ୍ତ ହିନ୍ଦୁ ଏବଂ ସନାତନୀଙ୍କ ଆସ୍ଥାର କେନ୍ଦ୍ର ।

ଆସନ୍ତା ଜାନୁଆରୀ ୨୨ ତାରିଖରେ ଭବ୍ୟ ରାମ ମନ୍ଦିର  ପ୍ରତିଷ୍ଠା ପାଇଁ ସବୁଠି ରାମମୟ ପରିବେଶ ତିଆରି ହୋଇଛି । ପ୍ରଭୁ ଶ୍ରୀରାମଙ୍କ ଆଗମନରେ ରାମନାମର ପଦଧ୍ବନୀ ଓଡ଼ିଶା ସମେତ ସମଗ୍ର ଭାରତ ବର୍ଷରେ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ତିଆରି କରିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

ବାୟୁ ପ୍ରଦୂଷଣ
2m ago
ଚିନ୍ତା ବଢାଇଲା ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତି
ଅର୍ଗସ ବ୍ୟୁରୋ: ଚିନ୍ତା ବଢାଇଲା ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତି । ଦୀପାବଳି ପରେ ବିଗିଡ଼ିଲା ବାୟୁ ଅବସ୍ଥା । ଗୁଣବତ୍ତା ମାନ ହେଲା ୪୦୦ ନିକଟତର । ବିଷାକ୍ତ ବାୟୁର ଚାଦରରେ ବିଭିନ୍
ଆନାସ୍ଥେସିଆ ମେଡିସିନ
7m ago
ପତ୍ନୀଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା ଘଟଣା, ଫରେନସିକ ଲ୍ୟାବକୁ ଗଲା ହତ୍ୟାକାଣ୍ଡରେ ବ୍ୟବହୃତ ସିରିଞ୍ଜ
ଭୁବନେଶ୍ବର : ରାଜଧାନୀରେ ପତ୍ନୀଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା ଘଟଣା । ରାଜ୍ୟ ଫରେନସିକ ଲ୍ୟାବକୁ ଗଲା ହତ୍ୟାକାଣ୍ଡରେ ବ୍ୟବହୃତ ସିରିଞ୍ଜ, ଆନାସ୍ଥେସିଆ ମେଡିସିନ ଓ ଅଭିଯୁକ୍ତଙ୍
ନୟାପଲି
53m ago
ନୟାପଲି ଥାନା ଅଞ୍ଚଳରେ ସିରିଜ ଲୁଟ
ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା । ନୟାପଲି ଥାନା ଅଞ୍ଚଳରେ ସିରିଜ ଲୁଟ । ନେଇଗଲେ ଦାମୀ ସିଗାରେଟ, ପୁଡିଆ ଓ 5ଟି ଗ୍ୟାସ ଟାଙ୍କି । 3ଜଣ ଅଟୋ ରେ ଆସି ଲୁଟ ପାଟ କରିଥିବା