ଆବାସିକ ଆଶ୍ରମ ବିଦ୍ୟାଳୟରେ ଅସୁରକ୍ଷିତ ଛାତ୍ରଛାତ୍ରୀ
by Argus News
Fri, Mar 22 | 6:44 p.m.

ରାୟଗଡା:  ଆବାସିକ ଆଶ୍ରମ ବିଦ୍ୟାଳୟରେ ଅସୁରକ୍ଷିତ ଛାତ୍ର ଛାତ୍ରୀ,ଆନୁଷଙ୍ଗିକ ବ୍ୟବସ୍ଥା ଅଭାବ କାରଣରୁ ଦୁର୍ଗମରେ ହନ୍ତସନ୍ତ ଅବାସୀକ ବିଦ୍ୟାଳୟର ଛାତ୍ରୀ । ଏପରି ଆବାସିକ ଆଶ୍ରମ ବିଦ୍ୟାଳୟରେ ଅସୁରକ୍ଷିତ ଅବସ୍ଥାରେ ଶୌଚ ହେବା ନିମନ୍ତେ ଝରଣାକୁ ଯିବାକୁ ପଡୁଛି । ରାଜ୍ୟ ସରକାରଙ୍କ ମିଛ ଆଦିବାସୀ ପ୍ରିତି, ଯୋଜନା ନାଁରେ ଛାତ୍ରଛାତ୍ରୀ ମାନଙ୍କୁ ମିଛ ପ୍ରତିଶୃତି ଦେଉଛନ୍ତି ରାଜ୍ୟ ସରକାର।

ଏହେଉଛି ରାୟଗଡା ମିରାବାଲି ପଞ୍ଚlୟତର ସଦର ମିରlବାଲି ସ୍କୁଲର ହଷ୍ଟେଲର ଦୃଶ୍ୟ। ଡେସ୍କଲlର ଏବଂ ହଷ୍ଟେଲର ଛାତ୍ରୀ ଙ୍କୁ ମିଶାଇ ସମୁଦାୟ ୧୫୦ ପିଲା ଏଠାରେ ପାଠ ପଢ଼ନ୍ତି। କିନ୍ତୁ ଛାତ୍ରଛାତ୍ରୀଙ୍କ ପାଇଁ ଏଠାରେ ଭିତ୍ତିଭୂମିର ଘୋର ସମସ୍ୟା। ହଷ୍ଟେଲର ଶୌଚାଳୟର ପ୍ୟାନ ଏବଂ ପାଇପ ଲାଇନ ଭାଙ୍ଗି ରୁଜି ଗଲାଣି, ଫଳରେ ଛାତ୍ରୀ ମାନେ ବାହାରକୁ ପ୍ରତିଦିନ ଶୌଚ ନିମନ୍ତେ ଯାଉଛନ୍ତି। ସେଭଳି ହଷ୍ଟେଲରେ ବିଦ୍ୟୁତ୍ ସମସ୍ୟା ମୁଖ୍ୟ ସମସ୍ୟା ପାଲଟିଛି। 

ବିଦ୍ୟାଳୟର ପାକସlଳl, ଶୌଚାଳୟ ଓ ପ୍ରଚେରୀ ନିର୍ମାଣ ପାଇଁ ଆମ ଓଡ଼ିଶା ନବୀନ ଓଡିଶା ପକ୍ଷରୁ ୩ ଲକ୍ଷ ଅର୍ଥ ଖର୍ଚ୍ଚ କରାଯାଇଛି। କିନ୍ତୁ ତାହା ଅଧାପନ୍ତରିଆ ହୋଇ ପଡିରହିଛି।  ସେହିପରି ହାଇସ୍କୁଲ ପାଇଁ 5t ଵ୍ୟଵସ୍ଥାରେ ଅର୍ଥ ମଞ୍ଜୁର ହୋଇଛି ହେଲେ ସ ବୁ କାମ ଅଧପନ୍ତରା ଭାବେ ପଡି ରହିଛି। ଫଳରେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି ଛାତ୍ରଛାତ୍ରୀ।
୫ ଟି ଭିତ୍ତିରେ ରାଜ୍ୟର ସମସ୍ତ ସ୍କୁଲ ଗୁଡିକର ବିକାଶ ହେଉଥିବା ସରକାର କହୁଥିବା ବେଳେ ଏ ହେଉଛି ବିକାଶର ଅସଲ ଚିତ୍ର। ଏଠି ବିକାଶ ପାଇଁ ଅର୍ଥ ମଞ୍ଜୁରୀ ହେଉଛି କିନ୍ତୁ ହେଉନି ବିକାଶ।

ଅଧିକ ପଢନ୍ତୁ  ଓଡ଼ିଶା ଖବର  
 

ACCIDENT
10m ago
କଟକ ବାଲିକୁଦା ଛକରେ ଭୟଙ୍କର ଦୁର୍ଘଟଣା
କଟକ: କଟକ ବାଲିକୁଦା ଛକରେ ଦୁର୍ଘଟଣା । ଏନ୍ଏଚ୍- ୧୬ ସଦର ଥାନା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସ୍କୁଟିକୁ ପିଟିଲା ଟ୍ରକ୍ । ସ୍କୁଟିରେ ଦୁଇ ଯୁବକ ଯାଉଥିବାବେଳ
ACCIDENT
19m ago
ନାବାଳକଙ୍କ ବେପରୁଆ ଗାଡି ଚାଳନା, ୨ମୃତ
ଅର୍ଗସ ବ୍ୟୁରୋ: ପୁନେରେ ନାବାଳକଙ୍କ ବେପରୁଆ ଗାଡିଚାଳନା ଘଟଣାରେ ତଦନ୍ତ କରୁଛି ପୋଲିସ । ଆଜି ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରୁଛନ୍ତି । ଏଥିସହ ବିଭିନ୍
HOROSCOPE
ଏହି 4 ରାଶି ପାଇଁ ଆଜି ଧନ ବର୍ଷା...
ଅର୍ଗସ ବ୍ୟୁରୋ: ଆଜି ଆପଣ ରାଶି କେମିତି କଟିବ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତାରେ ରହିବେ । ପରିବାର ସହ ସମୟ ବିତାଇବା ପାଇ