କଳିଙ୍ଗନଗର ଆଦିବାସୀ ହତ୍ୟା ସମୟରେ କିଏ ଥିଲେ ଏସପି : ଧର୍ମେନ୍ଦ୍ର ପ୍ରଧାନ
by Argus News
Thu, May 30 | 7:47 a.m.

ଅର୍ଗସ ବ୍ୟୁରୋ: ସିଏମଓର ନିଲମ୍ବିତ ଆଇପିଏସ ଅଧିକାରୀ ଡିଏସ କୁଟ୍ଟେଙ୍କୁ ନକ୍ସଲ ଦମନର ହିରୋ ଦର୍ଶାଯିବା ପ୍ରସଙ୍ଗରେ କଡା ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ବସି ଦାଦାଗିରି କରୁଥିଲେ ଦୁଇ ଆଇପିଏସ ଅଧିକାରୀ। ସରକାରୀ ଅଧିକାରୀ ଓ  ବ୍ୟବସାୟୀମାନଙ୍କୁ ଡରାଉଥିଲେ। ନିର୍ଦ୍ଦିଷ୍ଟ ପ୍ରମାଣ ଆଧାରରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ।

ଏଥିସହ କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି କଳିଙ୍ଗନଗର ଆଦିବାସୀ ହତ୍ୟା ସମୟରେ କିଏ ଥିଲେ ଏସପି ? ନକ୍ସଲ ଆନ୍ଦୋଳନ କରୁଥିଲେ କି କଳିଙ୍ଗନଗର ଆଦିବାସୀ ? ନିରୀହ ଆଦିବାସୀଙ୍କୁ ପୁଞ୍ଜିପତିଙ୍କ ଦଲାଲ ସାଜି ଗୁଳିକରାଯାଇଥିଲା। ସେ ଅଧିକାରୀକୁ ବଡ଼ ପାରିବାର ଅଫିସର କୁହାଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର। ଏଥିସହ କନ୍ଧମାଳ ଗୁମୁଡମାହରେ 5 ନୀରିହ ଲୋକଙ୍କୁ ନକ୍ସଲ କହି ଗୁଳିକରି ହତ୍ୟା କରାଯିବା ଘଟଣାବେଳେ କିଏ ଆଇଜି ଇଣ୍ଟେଲିଜେନ୍ସ ଥିଲେ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ?

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ