୧୦୦ ଏକର ଜଙ୍ଗଲ ଜମି ଜବରଦଖଲ ପଛରେ କାହାର ହାତ
by Argus News
Sat, Oct 05 | 10:57 a.m.

ଅର୍ଗସ ବ୍ୟୁରୋ: ମାଲକାନଗିରି ମୋଟୁରେ ୧୦୦ ଏକର ଜଙ୍ଗଲ ଜମି ଜବରଦଖଲ ପଛରେ କାହାର ହାତ । ଜମି ଜବରଦଖଲରେ ମୁଖ୍ୟ କାର୍ପଟଦାର କୁହାଯାଉଥିବା ମାସୁମ୍ ଖାନ୍‌ଙ୍କୁ ସୁରକ୍ଷା ଦେଉଥିଲା କିଏ । ପ୍ରଶ୍ନ ଉଠୁଛି,  କାହା ଛତ୍ରଛାୟାରେ ସରକାରୀ ଜମି ଜବରଦଖଲ କରିଥିଲେ ମାସୁମ୍ ଖାନ୍‌ । ଇସଲାମ୍ ନଗରରେ ଚାଲିଥିଲା କି ଅନୈତିକ କାମ । ବେଆଇନ କାମ ପାଇଁ କିଏ ଦେଉଥିଲା ପ୍ରୋତ୍ସାହନ । ପୂର୍ବ ସରକାରରେ ବିଜେଡି ନେତାଙ୍କ ଛତ୍ରଛାୟାରେ ଥିଲେ କି ମାସୁମ୍ । ମାସୁମଙ୍କ ଜାଲିମ୍ କାମ ନେଇ କିଭଳି ଜାଣିପାରିଲାନି ପୋଲିସ-ପ୍ରଶାସନ । କେବେ ବେଆଇନ ନିର୍ମାଣ ଉପରେ ଚାଲିବ ବୁଲଡୋଜର । କେବେ ଜବରଦଖଲ ଜମିକୁ ନିଜ ଅକ୍ତିଆରକୁ ନେବ ପ୍ରଶାସନ ଏବେ ବଡ଼ ପ୍ରଶ୍ନ । ମୋଟୁରେ ପ୍ରାୟ ଶହେ ଏକର ଜଙ୍ଗଲ ଜମିକୁ ଜବରଦଖଲ କରିଥିବା ମାସୁମ୍ ଖାନ୍ ନାଁରେ ଆସିଛି ଅଭିଯୋଗ । ସଂରକ୍ଷିତ ଜଙ୍ଗଲକୁ ବେଆଇନ କବଜା କରି ରାସ୍ତା, ବଡ଼ ବଡ଼ ପୋଖରୀ, କୋଠା ଓ ଗୋଦାମ ଘର ନିର୍ମାଣ ହୋଇଛି । ପୁରା ଏରିଆକୁ ତାର ବାଡ଼ ଘେରାଇ କରାଯାଇଛି ନିଷିଦ୍ଧାଞ୍ଚଳ ।

 ଅଧିକ ପଢନ୍ତୁ ଓଡିଶା ଖବର...

EXAM
21m ago
ଦୁଇଟି ପର୍ଯ୍ୟାୟରେ ହେବ ଯୁକ୍ତ ୨ ପରୀକ୍ଷା
ଅର୍ଗସ ବ୍ୟୁରୋ: ଯୁକ୍ତ ୨ ପରୀକ୍ଷା ପାଇଁ ଆନୁମାନିକ ତାରିଖ ଧାର୍ଯ୍ୟ । ଦୁଇଟି ପର୍ଯ୍ୟାୟରେ ହେବ ପରୀକ୍ଷା । ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ହୋଇପାରେ ମେନ୍ ପରୀକ୍ଷା
ଆତଙ୍କ ରଚିଲେ
47m ago
କମିସନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ଆତଙ୍କ ରଚିଲେ ଯୁବକ
ଭୁବନେଶ୍ୱର: ପାର୍ବଣ ପୂର୍ବରୁ କମିସନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ରସୁଲଗଡ ଓଭରବ୍ରିଜରେ ପାୱାର ସୋ । ଆତଙ୍କ ରଚିଲେ ଯୁବକ । ଦୀର୍ଘ ଘଣ୍ଟାଏ ଧରି ରାସ୍ତା ଅବରୋଧ କର
LAND JIHAD
ସାମ୍ନାକୁ ଆସିଲା ମାଲକାନଗିରି ଲ୍ୟାଣ୍ଡ ଜିହାଦ ପଛର ଚେହେରା
ଅର୍ଗସ ବ୍ୟୁରୋ: ସାମ୍ନାକୁ ଆସିଲା ମାଲକାନଗିରି ଲ୍ୟାଣ୍ଡ ଜିହାଦ ପଛର ଚେହେରା। ଲ୍ୟାଣ୍ଡ ଜିହାଦ ସହ ବିଜେଡି ଲିଙ୍କର ପର୍ଦ୍ଦାଫାସ୍ ହୋଇଛି । ଆପଣ ଦେଖୁଥିବା ଫଟୋରେ ଏ ବ୍ୟକ୍ତ