କମିସନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ଆତଙ୍କ ରଚିଲେ ଯୁବକ 
by Argus News
Sat, Oct 05 | 12:11 p.m.

 ଭୁବନେଶ୍ୱର:  ପାର୍ବଣ ପୂର୍ବରୁ କମିସନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ରସୁଲଗଡ ଓଭରବ୍ରିଜରେ ପାୱାର ସୋ । ଆତଙ୍କ ରଚିଲେ ଯୁବକ । ଦୀର୍ଘ ଘଣ୍ଟାଏ ଧରି ରାସ୍ତା ଅବରୋଧ କରି ବେପରୁଆ ଗାଡି ଚାଳନା ।

ଏଥିସହ ସିଗାରେଟ ଲଗାଇ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଉପଲୋଡ କରିଛନ୍ତି ରାଜଧାନୀର ଏକ ଯୁବ ଗୋଷ୍ଟୀ । ୩୦ରୁ ଅଧିକ ଯୁବକ KBN ଗ୍ରୁପ ସହ ନିଜକୁ ତୁଳନା କରି ସୋସିଆଲ ମିଡ଼ିଆରେ ଭିଡିଓ ଉପଲୋଡ କରିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
  

ଇସ୍ରାଏଲ ଆଟାକ୍
19m ago
ହିଜବୁଲ୍ଲା ବିନାଶ ମୋଡରେ ଇସ୍ରାଏଲ,ହିଜବୁଲ୍ଲା କମାଣ୍ଡର ନସରୁଲ୍ଲା ପରେ ସୈଫଉଦ୍ଦିନ୍ ନିପାତ!
ଅର୍ଗସ ବ୍ୟୁରୋ:ହିଜବୁଲ୍ଲା ବିନାଶ ମୋଡ ରେ ଇସ୍ରାଏଲ,ଗୋଟିଏ ପରେ ଗୋଟିଏ ହିଜବୁଲ୍ଲା କମାଣ୍ଡରଙ୍କୁ ଖୋଜି ଖୋଜି ଧ୍ବସ କରୁଛି ଇସ୍ରାଏଲୀ ସେନା,ହିଜବୁଲ୍ଲାର ହର୍ତ୍ତା କର୍ତ୍ତା ନସରୁଲ୍ଲାର ଜନାଜ
ଇସ୍ରାଏଲ୍ ଆକ୍ରମଣ
20m ago
ଦିନ ଗଡୁଛି , ବଢୁଛି ଯୁଦ୍ଧ
ଅର୍ଗସ ବ୍ୟୁରୋ: ଦିନ ଗଡୁଛି , ବଢୁଛି ଯୁଦ୍ଧ । ହିଜବୁଲ୍ଲା ଉପରେ ଆକ୍ରମଣ ଆହୁରି ଜୋର କରିଛି ଇସ୍ରାଏଲ୍ । ବିରୁଟ୍ ଉପରେ ବୋମା ମାଡ ଜାରି ରହିଛି । ଇରାନ୍‌ର ସୁପ୍ରିମ ଲିଡର
ଯୁବକ ଗିରଫ
ଯୁବତୀଙ୍କ ଫୋଟୋ ଭାଇରାଲ୍ କରିବା ପଡିଲା ମହଙ୍ଗା, ଯୁବକ ଗିରଫ
ବଲାଙ୍ଗୀର: ଜଣେ ଯୁବତୀଙ୍କ ଫଟୋକୁ ଫେକ୍ ଫେସବୁକ ଆକାଉଣ୍ଟରେ ଭାଇରାଲ୍ କରିବା ପଡିଛି ମହଙ୍ଗା । ଭାଇରାଲ କରିଥିବା ଯୁବକ ଶମ୍ଭୁ ପ୍ରଧାନକୁ ପୁଲିସ ଗିରଫ କରିଛି । ଏଭଳି ଘଟଣ