କ'ଣ ପାଇଁ ବଢିଥାଏ ୟୁରିକ ଏସିଡ
by Argus News
Tue, May 14 | 1:14 p.m.

ଅର୍ଗସ ବ୍ୟୁରୋ:  ଖାଇବାର ଏପଟ ସେପଟ ଯୋଗୁଁ ଅନେକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । କ'ଣ ପାଇଁ ବଢିଯାଇଥାଏ ୟୁରିକ ଏସିଡ ।ଏହି ସମୟରେ ୟୁରିକ ଏସିଡ ବଢିବାର ସମସ୍ୟା ସାଧାରଣ କଥା । ଆସନ୍ତୁ ଜାଣିବା ଏହାର ମୁଖ୍ୟ କାରଣ କ'ଣ। ୟୁରିକ ଏସିଡ ବଢିବା ଦ୍ଵାରା ଆଣ୍ଠୁ ,ଗଣ୍ଠିର ବହୁତ ଯନ୍ତ୍ରଣା ହୋଇଥାଏ । ଖାଲି ସେତିକି ନୁହେଁ ୟୁରିକ ଏସିଡ ବଢିବା ଦ୍ଵାରା କୀଡିନିର ମଧ୍ୟ ଯନ୍ତ୍ରଣା ହୋଇଥାଏ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:
କୁହାଯାଏକି ୟୁରିକ ଏସିଡ ବଢିବାର କାରଣ ଅନେକ ପ୍ରକାରର ହୋଇଥାଏ। ଯେଉଁ ବ୍ୟକ୍ତି ମାନେ ଅଧିକରୁ ଅଧିକ ଆଲକୋହଲ ବ୍ୟବବାର କରନ୍ତି ସେଇମାନଙ୍କର ୟୁରିକ ଏସିଡ ଅଧିକ ବଢିଥାଏ । ଯେଉଁ ଖାଦ୍ୟରେ ଅଧିକ ମିଠାର ସ୍ତର ଥାଏ ସେଇଗୁଡିକ ଖାଇଲେ ୟୁରିକ ଏସିଡ ବଢେ । ସେହି ଖାଦ୍ୟ ଗୁଡିକ ହେଲା ସୋଡା, କୋଲ ଡିକ୍ସ ,ଜୁସ ଏହି ପରି ଜିନିଷ ହୋଇଥାଏ । ଖାଲି ଏହି ଗୁଡିକ ନୁହେଁ ‌ରାଜମା ଖାଇଲେବି ୟୁରିକ ଏସିଡ ବଢିଥାଏ । 

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021