ଦୁଇଦୁଇଥର ଭିତର ରତ୍ନଭଣ୍ଡାରର ଯାଞ୍ଚ ପାଇଁ ଏଏସଆଇ କରିଥିଲା ଆବେଦନ
by Argus News
Wed, Nov 29 | 1:01 p.m.

ପୁରୀ:  ଏସଆଇ ଖୋଲିଲା ଶ୍ରୀମନ୍ଦିର ପ୍ରଶାସନର ପୋଲ୍। ଦୁଇଦୁଇଥର ଭିତର ରତ୍ନଭଣ୍ଡାରର ଯାଞ୍ଚ ପାଇଁ ଏଏସଆଇ କରିଥିଲା ଆବେଦନ। 2018 ଓ 2022ରେ ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏଏସଆଇ ଆବେଦନ କରିଥିବା ସୂଚନା ଦେଇଛନ୍ତି ଏଏସଆଇ ଓଡିଶା ମୁଖ୍ୟ ଜି.ବି ଗଡନାୟକ। ତେବେ କାହିଁକି ରାଜ୍ୟ ସରକାର ଭିତରର ରତ୍ନଭଣ୍ଡାର ଯାଞ୍ଚ କରାଉନାହାନ୍ତି। କାହିଁକି ଏଏସଆଇକୁ ରତ୍ନଭଣ୍ଡାର ଭିତରକୁ ଯିବାକୁ ମିଳୁନି ଅନୁମତି। ରତ୍ନଭଣ୍ଡାର ଖୋଲିଲେ ରତ୍ନଗଣତି ଡ଼ର ଘାରୁଛି କି ସରକାରଙ୍କୁ।

ରତ୍ନ ଭଣ୍ଡାର ଅସୁରକ୍ଷିତ ସ୍ଥିତିରେ ଥିବା ପୂର୍ବରୁ ଜଣାଥିଲେ ମଧ୍ୟ ଖାଲି ବାହାର କାନ୍ଥ ସ୍କାନିଂ କରି ଜାଣିଶୁଣି ସମୟ ଗଡ଼ାଉଥିବାର ଅଭିଯୋଗ ପରେ ଏବେ ଏ ସତ ସରକାରଙ୍କୁ ପକାଇଛି ହରଡ଼ଘଣାରେ। ତେବେ ଆଜି ଲେଜର ସ୍କାନିଂ ଶେଷ ହେବାକୁ ଥିବାବେଳେ ପ୍ରଥମ ଦିନରେ ରତ୍ନଭଣ୍ଡାର ବାହର କାନ୍ଥର ଲେଜର୍ ସ୍କାନିଂ ପ୍ରକ୍ରିୟା ଶେଷ ହୋଇଛି। ଆଜି ବାହାର ପାର୍ଶ୍ବର ଉତ୍ତର ଭାଗରେ ସ୍କାନିଂ ଚାଲିଛି। 

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ