ସାଧାରଣ ଦୋକାନରୁ ଚକୋଲେଟ କିଣି ପତ୍ନୀଙ୍କୁ ଉପହାର ଦେଲେ ୟଶ
by Argus News
Tue, Feb 20 | 7:59 p.m.

ଅର୍ଗସ ବ୍ୟୁରୋ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ୟଶ ଜଣେ ସଫଳ ଅଭିନେତା ହୋଇଥିଲେ ହେଁ ଜଣେ ସାଧାସିଧା ମଣିଷ। ପିଲାଟି ଦିନରୁ ବହୁ ସଂଘର୍ଷ କରିଛନ୍ତି ସେ। ବୋଧହୁଏ ସେଥିଲାଗି ସେ ଶୀର୍ଷରେ ଥାଇ ବି ପୁରୁଣା ଦିନକୁ ଭୂଲି ନାହାନ୍ତି। ଏବେ ଅଭିନେତାଙ୍କ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ସେ ରାସ୍ତକଡ଼ର ଏକ ଦୋକାନରୁ କିଛି କିଣୁଥିବା ଦେଖାଯାଉଛି। ଫଟୋଟି ଇଣ୍ଟରନେଟରେ ବେଶ ଭାଇରାଲ ହୋଇଛି। 

ସୁପରଷ୍ଟାର ହେତୁ ସାଧାରଣରେ ବୁଲିବା ପ୍ରାୟ ନା ବୋଲି କହିପାରିବା। କାରଣ ସବୁଆଡେ ପ୍ରଶଂସକଙ୍କ ଗହଳି ମୁଣ୍ଡ ବିନ୍ଧାର କାରଣ ପାଲଟିପାରେ। ହେଲେ କନ୍ନଡ ସୁପରଷ୍ଟାର ୟଶ ପରିବାର ସହ ଶିରାଲୀର ଭଟକଲରେ ଚିତ୍ରପୁରା ମଠ ମନ୍ଦିରକୁ ଯାଇଥିଲେ। ସେଠାରେ ପ୍ରଶଂସକ ତାଙ୍କୁ ଏକ ରାସ୍ତାକଡ଼ର ଦୋକାନରେ ଦେଖିଥିଲେ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର  
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ