ଏକ୍ସ ହ୍ୟାଣ୍ଡଲରେ ଆପଣ ବି ପାଇପାରିବେ ବ୍ଲୁ ଟିକ, ଜାଣନ୍ତୁ ସର୍ତ୍ତ
by Argus News
Thu, Mar 28 | 3:47 p.m.

ଅର୍ଗସ ବ୍ୟୁରୋ :  ଆପଣ ନିଜ ଏକ୍ସ ହ୍ୟାଣ୍ଡଲକୁ ଭେରିଫାଏଡ କରିବାକୁ ଚାହୁଁଛନ୍ତି କି? ତେବେ ଏଥିପାଇଁ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବନି । ମାଗଣାରେ ଆପଣ ନିଜ ଆକାଉଣ୍ଟ ଭେରିଫାଏଡ କରିପାରିବେ । ଅର୍ଥାତ ଆପଣଙ୍କ ଆକାଉଣ୍ଟରେ ନାମୀଦାମୀ ସେଲିବ୍ରିଟିଙ୍କ ଆକାଉଣ୍ଟ ଭଳି ବ୍ଲୁ ଟିକ ଲାଗିଯିବ । ଏପରି ମନ୍ତବ୍ୟ ଦେଇଛନ୍ତି ଏଲନ ମସ୍କ । ପୂର୍ବରୁ ବ୍ଲୁ ଟିକ ପାଇବାକୁ ହେଲେ ମାସକୁ ୬୫୦ ଟଙ୍କା ଦେବାକୁ ପଡୁଥିଲା । ହେଲେ ବର୍ତ୍ତମାନ ଆଉ ଏପରି କରିବାକୁ ପଡିବନି ।

ଅଧିକ ପଢନ୍ତୁ ଭାରତ ଖବର

ଯେଉଁ ଆକାଉଣ୍ଟର ୨୫୦୦ ଭେରିଫାଏଡ ଆକାଉଣ୍ଟ ସବସ୍କ୍ରାଇବର ଥିବେ, ସେହି ଆକଉଣ୍ଟ ପ୍ରିମିୟମ ଫିଚର ପାଇପାରିବ । ପ୍ରିମିୟମ ଫିଚରରେ ୫୦ ପ୍ରତିଶତ ବିଜ୍ଞାପନ କମିଯିବ । ଏବଂ ଏଡିଟ ପୋଷ୍ଟ, ଅନ୍ଡୋ ପୋଷ୍ଟ ଏବଂ ଭିଡିଓ ଭଳି ଫିଚର ରହିବ । ସେହି ଆକାଉଣ୍ଟକୁ ବ୍ଲୁ ଟିକ ମିଳିପାରିବ । ସେହିପରି ପ୍ରିମିୟମ ପ୍ଲସ ଥିବା ଏକ୍ସ ଆକାଉଣ୍ଟରେ ବିଜ୍ଞାପନ ଆଦୌ ରହିବନି । ଏବଂ ଏଥିରେ ମଧ୍ୟ ଅନେକ ଫିଚର ଦେଖିବାକୁ ମିଳିବ ।

ରୁବେଲା ଭାଇରସ
8m ago
ନବରଙ୍ଗପୁରରେ ରୁବେଲା ଭାଇରସ ଆତଙ୍କ
ଭୁବନେଶ୍ୱର: ନବରଙ୍ଗପୁରରେ ରୁବେଲା ଭାଇରସ ଆତଙ୍କ । ଦୁଇଟି ବ୍ଲକରେ 18 ରୋଗୀଙ୍କ ଦେହରେ ଜ୍ୱର ଓ ରାସେସ ଲକ୍ଷଣ ଦେଖାଦେଇଛି । ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର ସମସ୍ତ ରୋଗ
ବିଜେପିରେ ସାମିଲ ହେଲେ
9m ago
ବିଜେପିରେ ସାମିଲ ହେଲେ ଶେଖର ସୁମନ
ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତା ଶେଖର ସୁମନ ବିଜେପିରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବାପରେ ଶେଖର ସୁମନ ହଠାତ ସଞ୍ଜୟ ଲୀଲା ଭଂସାଲୀଙ୍କ ଓ୍ବେବସିରି
ଏୟାର ଇଣ୍ଡିଆର
31m ago
ଏୟାର ଇଣ୍ଡିଆର ୭୮ ଉଡ଼ାଣ ରବ୍ଦ: ସମୂହ ଛୁଟିରେ ଗଲେ ୩୦୦ରୁ ଅଧିକ କର୍ମଚାରୀ
ଅର୍ଗସ ବ୍ୟୁରୋ: ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୮ଟି ଜାତୀୟ ତଥା ଅନ୍ତର୍ଜାତୀୟ ବିମାନର ଉଡାଣକୁ ବାତିଲ କରାଯାଇଛି। ଏନେଇ ବିମାନ ଚଳାଚଳ ସୂତ୍ରରୁ ପ୍ରକାଶ ପାଇଛି। ଏହି ବିମାନ ମଙ୍ଗଳବା