ଅଣ୍ଠୁ ଗଣ୍ଠିରୁ ମୁକ୍ତି ପାଇଵେ ଏହା ଦ୍ଵାରା
by Argus News
Sun, Apr 07 | 6:28 p.m.

ଅର୍ଗସ ବ୍ୟୁରୋ:  ଆଜିକାଲି ଜୀବନଶୌଳୀ ପରିବର୍ତ୍ତନ ହେତୁ ଲୋକମାନେ ଅନେକ ସମସ୍ୟା  ସମୁଖିନ ହେଉଛନ୍ତି । ଵୟସ ଟିକେ ଵଢିଵା ମାତ୍ରେ ଗଣ୍ଠି ଯନ୍ତ୍ରଣା ଓ ମେରୁଦଣ୍ଡ ଯନ୍ତ୍ରଣାର ଵଢିଵାକୁ ଲାଗିଥାଏ ।ଏହା ବୃଦ୍ଧ ଵ୍ୟକ୍ତି ନୁହନ୍ତି ଵଂର ଯୁବକମାନେ ଏହି ଅସୁଵିଧା ଶିକାର ହେଉଛନ୍ତି ।  ଯେଉଁମାନଙ୍କର ଗଣ୍ଠି ଯନ୍ତ୍ରଣା ହୋଉଛି ସେମାନଙ୍କର ଆଣ୍ଠୁ, ଗୋଇଠି, ହାତଗୋଡ, ଓ କାନ୍ଧରେ ମଧ୍ୟ ଵହୁତ ଯନ୍ତ୍ରଣା ଅନୁଭୁତ ହୁଏ । 

ଏପରି ପରିସ୍ଥିତିରେ ଯଦି ଆପଣ ଗଣ୍ଠି କିମ୍ବା ମେରୁଦଣ୍ଡର ଯନ୍ତ୍ରଣା ଭୋଗୁଛନ୍ତି ତେବେ ଆପଣ ଔଷଧ ଖାଇଵା ସହ କିଛି ଘରୋଇ ଉପଚାର ଵ୍ୟଵହାର କରିଵା ଉଚିତ । ଗଣ୍ଠି ଯନ୍ତ୍ରଣାରେ ଔଷଧ ଖାଇଵା ତେଳ ମାଲିସର ଆଵଶ୍ୟକତା ରହିଛି । ତେଵେ କେଉଁ ତେଳ ଵ୍ୟଵହାର କରିଵେ ଆସନ୍ତୁ ଜାଣିଵା । 

ଯନ୍ତ୍ରଣାରୁ ମୁକ୍ତି ତେଲ ତିଆରି  ଉପାଦାନ :-

୧ଲିଟର ତେଲ ,ଅଳ୍ପ ଜୁଆଣି, ମେଥି ,୬-୮ଲବଙ୍ଗ ,ଅଦା, ରସୁଣ କଟା,ହଳହୀ ପାଉଡର, ୪-୫  ନିରଗୁଣ୍ଡି ପତ୍ର 

ଏହି ପରି ତେଲରୁ ପ୍ରସ୍ତୁତ କରନ୍ତି :-
ପ୍ରଥମେ ପ୍ୟାନରେ ତେଲ ପକାଇ ଗରମ କରନ୍ତୁ । ଗରମ ହେବା ପରେ ଏଥିରେ ରସୁଣ ପକାନ୍ତୁ  କିଛି ସେକେଣ୍ଡ ପରେ ଅଦା ମିଶାନ୍ତୁ । ଏହା ପରେ ହଳଦୀ, ଜୁଆଣି, ମେଥି ,ନିରଗୁଣ୍ଡି ପତ୍ର ପକାଇ ଭଲ ଭାବରେ ରାନ୍ଧନ୍ତୁ । ଏବେ ଏହାକୁ କମ୍ ନିଆଁରେ ରାନ୍ଧ । ଏହା ଆପଣଙ୍କୁ ପ୍ରାୟ ୧ ରୁ ୨ ଘଣ୍ଟା ଲାଗିବ । ଏହା ପରେ ଥଣ୍ଡା ହେବା ପରେ ଏହାକୁ ଏକ ବୋତଲରେ ଭରନ୍ତୁ | ତୁମର ପେଡାଣ୍ଟକ୍ ତେଲ ପ୍ରସ୍ତୁତ ।ଏହାକୁ ଗଣ୍ଠିରେ ଦିନକୁ ଦୁଇଥର ମସାଜ୍ କରନ୍ତୁ ।
 

ପ୍ରଧାନମନ୍ତ୍ରୀ
51m ago
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
53m ago
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ
ଅଦ୍ରିଜା ସିଂହଦେଓ
ମହିଳାଙ୍କୁ ନ୍ୟାୟ କଥା କହୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଅଦ୍ରିଜା ସିଂହଦେଓଙ୍କ ପ୍ରଶ୍ନ
ଭୁବନେଶ୍ୱର: ନିର୍ବାଚନ ସମୟରେ ନ୍ୟାୟ ପାଇଁ ରାଜାଘର ବୋହୂର ନିବେଦନ । ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗରେ ପୂର୍ବରୁ ଡେରାଡୁନ ପୋଲିସ ପାଖରେ ଅଭିଯୋଗ କରିଥିଲେ ଅର୍କେଶ ନାରାୟ