LPG Gas Hike / ହୋଟେଲ ଖାଇବା ହୋଇପାରେ ମହଙ୍ଗା; ବଢିଲା ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦର
·2 hours ago·3 min read

Key Points
ନିର୍ବାଚନ ନ ସରୁଣୁ ମହଙ୍ଗା ମାଡ଼
ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ୯୯୩ ଟଙ୍କା ମହଙ୍ଗା
ଏବେ ୧୯ କେଜି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦାମ ₹୩୦୭୧
ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ୯୯୩ ଟଙ୍କା ମହଙ୍ଗା
ଏବେ ୧୯ କେଜି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦାମ ₹୩୦୭୧
ପଶ୍ଚିମବଙ୍ଗ ସମେତ ୫ଟି ରାଜ୍ୟର ନିର୍ବାଚନ ସରୁ ସରୁ ବ୍ୟବସାୟୀଙ୍କୁ ମହଙ୍ଗା ମାଡ଼ । ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବହୁ ପରିମାଣରେ ବୃଦ୍ଧି କରାଯାଇଛି, ଯାହା ସିଧାସଳଖ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଛୋଟ ବ୍ୟବସାୟର ବିଭିନ୍ନ ଜିନିଷର ଦରଦାମକୁ ପ୍ରଭାବିତ କରିବ । ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ₹୯୯୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ପଢନ୍ତୁ ଏହି ଖବର: ଆଜିଠୁ ବଦଳୁଛି ନିୟମ...ଆପଣଙ୍କ ପକେଟ୍ ଉପରେ ପଡ଼ିବ ସିଧା ପ୍ରଭାବ
ଅଧିକ ଖବର ପଢନ୍ତୁ...
- ଏବେ ୧୯ କେଜି ବାଣିଜ୍ୟିକ ସିଲିଣ୍ଡର ଦାମ କେତେ ?
- ଚିନ୍ତାରେ ଖାଦ୍ୟ ଶିଳ୍ପ ଓ ବ୍ୟବସାୟୀ
- ମହଙ୍ଗା ହୋଇପାରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଖାଦ୍ୟ
- ୩ଥର ବଢିଲାଣି ଦର
- କାହିଁକି ବଢିଲା ଦର ?
ପଢନ୍ତୁ ଏହି ଖବର: ଆଜିଠୁ ବଦଳୁଛି ନିୟମ...ଆପଣଙ୍କ ପକେଟ୍ ଉପରେ ପଡ଼ିବ ସିଧା ପ୍ରଭାବ
- OTP ଦେଲେ ଗ୍ୟାସ ଡେଲିଭରି
ଅଧିକ ଖବର ପଢନ୍ତୁ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories