Twisha Case Big Update / ପ୍ରଥମେ ଜାମିନ ରଦ୍ଦ, ଏବେ ବାନ୍ଧିଲା CBI; ଅଡୁଆରେ ତ୍ଵିଶାଙ୍କ ରିଟାର୍ଡ ଜଜ୍ ଶାଶୂ
·3 months ago·2 min read

Key Points
ବହୁଚର୍ଚ୍ଚିତ ତ୍ଵିଶା ଶର୍ମା ମୃତ୍ୟୁ ଘଟଣା
ତ୍ଵିଶାଙ୍କ ରିଟାର୍ଜ ଜଜ୍ ଶାଶୂକୁ ବାନ୍ଧିଲା ସିବିଆଇ
ପ୍ରଥମେ ଆଗୁଆ ଜାମିନକୁ ରଦ୍ଦ କରାଯାଇଥିଲା
ତ୍ଵିଶାଙ୍କ ରିଟାର୍ଜ ଜଜ୍ ଶାଶୂକୁ ବାନ୍ଧିଲା ସିବିଆଇ
ପ୍ରଥମେ ଆଗୁଆ ଜାମିନକୁ ରଦ୍ଦ କରାଯାଇଥିଲା
ମଡେଲ୍, ଅଭିନେତ୍ରୀ ତଥା ପୂର୍ବତନ ମିସ୍ ପୁଣେ ତ୍ଵିଶା ଶର୍ମା ମୃତ୍ୟୁ ଘଟଣା । ମାମଲାରେ ଆସିଲା ବଡ଼ ଅପଡେଟ୍ । କିଛି ଦିନ ଧରି ତ୍ଵିଶାଙ୍କ ଅବସରପ୍ରାପ୍ତ ବିଚାରପତି ଶାଶୂ ଗିରିବାଳା ସିଂହ ଆଗୁଆ ଜାମିନ କରିଥିଲେ । ତେବେ ହାଇକୋର୍ଟ ପ୍ରଥମେ ତାଙ୍କ ଆଗୁଆ ଜାମିନକୁ ରଦ୍ଦ କରିଥିଲେ, ଆଉ ଏବେ ଗିରିବାଳାଙ୍କୁ ବାନ୍ଧିଛି ସିବିଆଇ । ଆଗୁଆ ଜାମିନ ରଦ୍ଦ ହେବାପରେ ସିବିଆଇ ତଦନ୍ତ ପ୍ରକ୍ରିୟାକୁ ତ୍ଵରାନ୍ବିତ କରି ଗିରିବାଳାଙ୍କୁ ତାଙ୍କ ଭୋାପାଳ କଟାରା ହିଲ୍ସ ସ୍ଥିତ ବାସଭବନରେ ଅନେକ ସମୟ ଧରି ପଚରାଉଚରା କରିବା ପରେ ଶେଷରେ ଗିରଫ କରିଛି ।
ପଢନ୍ତୁ ଏହି ଖବର: ବିଦାୟୀ ବେଳେ ୨ଲକ୍ଷ ମାଗିଥିଲେ ତ୍ଵିଶାଙ୍କ ଅବସରପ୍ରାପ୍ତ ବିଚାରପତି ଶାଶୂ !
- ଅନେକ ସମୟ ଧରି ପଚରାଉଚରା
- ଆଗୁଆ ଜାମିନକୁ ଅନୁଚିତ କହିଥିଲେ କୋର୍ଟ
ପଢନ୍ତୁ ଏହି ଖବର: ବିଦାୟୀ ବେଳେ ୨ଲକ୍ଷ ମାଗିଥିଲେ ତ୍ଵିଶାଙ୍କ ଅବସରପ୍ରାପ୍ତ ବିଚାରପତି ଶାଶୂ !
- ତ୍ଵିଶାଙ୍କ ସ୍ଵାମୀ ବି ଗିରଫ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ତ୍ଵିଶା ଶର୍ମା ଶାଶୁ-ସ୍ଵାମୀଙ୍କୁ ଶକ୍ତ ଝଟକା; କେସ୍ ଲଢିବାକୁ ମନା କରିଦେଲେ ଓକିଲ
- ମେ ୧୨ରେ ତ୍ଵିଶାଙ୍କ ସନ୍ଦେହଜନକ ମୃତ୍ୟୁ
Related Topics
Explore more stories