Solar Eclipse 2026 / ସୂର୍ଯ୍ୟପରାଗ ସମୟରେ କାହିଁକି ବନ୍ଦ ହୋଇଥାଏ ମନ୍ଦିରର ଦ୍ୱାର? କାହିଁକି ଭଗବାନଙ୍କ ମୂର୍ତ୍ତିକୁ ସ୍ପର୍ଶ କରିବାକୁ କରାଯାଏ ମନା?
·1 month ago·2 min read

Key Points
ହିନ୍ଦୁ ଧାର୍ମିକ ବିଶ୍ୱାସ ଅନୁସାରେ, ସୂର୍ଯ୍ୟପରାଗ ସମୟରେ ଭଗବାନଙ୍କ ମୂର୍ତ୍ତିକୁ ସ୍ପର୍ଶ କରିବାକୁ ମନା କରାଯାଏ। ଏପରିକି ମନ୍ଦିରର ଦ୍ୱାର ମଧ୍ୟ ବନ୍ଦ ରହିଥାଏ।
Solar Eclipse 2026 Date and Timings: ସନାତନ ଧର୍ମରେ ସୂର୍ଯ୍ୟପରାଗକୁ ଏକ ବିଶେଷ ଧାର୍ମିକ ଘଟଣା ଭାବେ ବିବେଚନା କରାଯାଏ। ପରାଗ ସମୟରେ ଅନେକ ନିୟମ ପାଳନ କରିବାକୁ ପଡ଼ିଥାଏ। ଏହି ନିୟମ ମଧ୍ୟରୁ ଗୋଟିଏ ହେଉଛି ପରାଗ ଏବଂ ସୂତକ ସମୟରେ ଦେବାଦେବୀଙ୍କ ମୂର୍ତ୍ତିକୁ ସ୍ପର୍ଶ କରିବାରୁ ଦୂରେଇ ରହିବା। ହେଲେ ଏହା ପଛରେ କ'ଣ ଧାର୍ମିକ ବିଶ୍ୱାସ ରହିଛି? ପରାଗ ଲାଗିବା ସମୟରେ କାହିଁକି ମନ୍ଦିରର ଦ୍ୱାର ବନ୍ଦ କରାଯାଏ? କାହିଁକି ଭଗବାନଙ୍କ ମୂର୍ତ୍ତିକୁ ସ୍ପର୍ଶ କରିବାକୁ ମନା କରାଯାଇ ଥାଏ?
ଭଗବାନଙ୍କ ମୂର୍ତ୍ତିକୁ କାହିଁକି ସ୍ପର୍ଶ କରିବାକୁ ମନା କରାଯାଏ?
ହିନ୍ଦୁ ଧାର୍ମିକ ମାନ୍ୟତା ଅନୁସାରେ ସୂର୍ଯ୍ୟପରାଗ ସମୟରେ ବାୟୁମଣ୍ଡଳରେ ନକାରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ପାଇଥାଏ। ଏହି ସମୟରେ ପୂଜ କରିବା, ମୂର୍ତ୍ତିକୁ ସ୍ପର୍ଶ କରିବା ଏବଂ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ବିଶ୍ୱାସ କରାଯାଏ ଯେ ମନ୍ଦିରରେ ସ୍ଥାପିତ ମୂର୍ତ୍ତି ଦିବ୍ୟ ଶକ୍ତିରେ ପରିପୂର୍ଣ୍ଣ ରହିଥାଏ,। ଏଥିପାଇଁ ପରଗା ଲାଗିବା ସମୟରେ ସେମାନଙ୍କୁ ସ୍ପର୍ଶ କରିବା ଅନୁଚିତ ବୋଲି ବିବେଚନା କରାଯାଏ।
ଏହା ସହ ପଢନ୍ତୁ: ଆଗକୁ ଲାଗିବ ବିରଳ ସୂର୍ଯ୍ୟପରାଗ; କିଛି ମିନିଟ୍ ପାଇଁ ଦିନରେ ମାଡ଼ି ଆସିବ ଅନ୍ଧାର
ସୂତକ କାଳ ସମୟରେ କାହିଁକି ବନ୍ଦ ରହେ ମନ୍ଦିରର ଦ୍ୱାର?
ଶାସ୍ତ୍ର ଅନୁସାରେ, ପରାଗ ପୂର୍ବରୁ ସୂତକ ସମୟରେ ମନ୍ଦିରର ଦ୍ୱାର ବନ୍ଦ କରାଯାଏ। ଏହି ସମୟରେ ନିୟମିତ ପୂଜା ମଧ୍ୟ ସ୍ଥଗିତ ରଖାଯାଏ। ପରାଗ ଶେଷ ହେବା ପରେ, ମନ୍ଦିରରେ ସଫେଇ କାର୍ଯ୍ୟ କରାଯାଏ। ଗଙ୍ଗା ଜଳ ଛିଞ୍ଚନ କରି ଏହାର ପରିସରକୁ ପବିତ୍ର କରାଯାଏ ଏବଂ ଏହା ପରେ ରୀତିମତ ପୂଜା ଆରମ୍ଭ ହୋଇଥାଏ।
ଗ୍ରହଣ ପରେ କ’ଣ କରିବେ?
ପରାଗ ଶେଷ ହେବା ପରେ, ସ୍ନାନ ଏବଂ ଘର ଏବଂ ପୂଜାସ୍ଥଳ ସଫା କରିବା ଶୁଭ ବୋଲି ବିବେଚନା କରାଯାଏ। ଏହା ପରେ, ଗଙ୍ଗା ଜଳ ଛିଞ୍ଚନ କରିବା, ଭଗବାନଙ୍କୁ ପୂଜା କରିବା ଏବଂ ଆପଣଙ୍କ ବିଶ୍ୱାସ ଅନୁଯାୟୀ ଖାଦ୍ୟ, ପୋଷାକ କିମ୍ବା ଟଙ୍କା ଦାନ କରିବା ଆଦି କାର୍ଯ୍ୟ କରାଯାଇଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ଆଗକୁ ଆସୁଛି ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ; ଭାରତରେ ହେବ କି ଦୃଶ୍ୟମାନ?
କେବେ ଲାଗିବ ସୂର୍ଯ୍ୟପରାଗ?
ଚଳିତ ବର୍ଷ ଅଗଷ୍ଟ ୧୨ ତାରିଖରେ ଲାଗିବାକୁ ଯାଉଛି ସୂର୍ଯ୍ୟପରାଗ। ଯାହା ରାତି ୯ ଘଣ୍ଟା ୦୪ ମିନିଟ୍ ସମୟରୁ ଆରମ୍ଭ ହେବ ଏବଂ ୧୩ ଅଗଷ୍ଟ ଭୋର୍ ୪ ଘଣ୍ଟା ୨୫ ମିନିଟ୍ ସମୟରେ ଶେଷ ହେବ। ହେଲେ ତଥାପି ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ସେଥିପାଇଁ ଭାରତରେ ସୂତକ କାଳ ମାନ୍ୟ ହେବ ନାହିଁ। ଏପରିକି ସାଧାରଣ ଧାର୍ମିକ କାର୍ଯ୍ୟକଳାପ ମଧ୍ୟ ପ୍ରଭାବିତ ହେବ ନାହିଁ।

Related Topics
Explore more stories