Asha Bhosle Odia Songs / ଓଡ଼ିଆ ଶ୍ରୋତାଙ୍କୁ ବି କରିଥିଲେ ମନ୍ତ୍ରମୁଗ୍ଧ; ଗାଇଥିଲେ 'ତୋ ନାଁରେ ପିନ୍ଧିଲି ଶାଢ଼ୀ'
·5 months ago·3 min read

Key Points
ହିନ୍ଦୀ ସହ ଓଡ଼ିଆ ଭାଷାରେ ମଧ୍ୟ ଅନେକ ହୃଦୟସ୍ପର୍ଶୀ ଗୀତ ଗାଇଛନ୍ତି
ଓଡ଼ିଆରେ ଅନେକ ଭଜନ ସହ ଫିଲ୍ମ ପାଇଁ ମଧ୍ୟ କଣ୍ଠଦାନ କରିଛନ୍ତି
ଓଡ଼ିଆରେ ଅନେକ ଭଜନ ସହ ଫିଲ୍ମ ପାଇଁ ମଧ୍ୟ କଣ୍ଠଦାନ କରିଛନ୍ତି
ବଲିଉଡର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ ହିନ୍ଦୀ ସହ ଓଡ଼ିଆ ଭାଷାରେ ମଧ୍ୟ ଅନେକ ହୃଦୟସ୍ପର୍ଶୀ ଗୀତ ଗାଇଛନ୍ତି । ୧୫ରୁ ଅଧିକ ଭାଷାରେ ଗୀତ ଗାଇଥିବା ଭାରତର ଏହି କିମ୍ବଦନ୍ତୀ ଗାୟିକା ଓଡ଼ିଆରେ ନିଜର ବହୁମୁଖୀ ପ୍ରତିଭାର ପରିଚୟ ଦେଇ ଓଡ଼ିଆ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି । ତାଙ୍କର ଯାଦୁଗରୀ କଣ୍ଠରେ ଓଡ଼ିଆ ଚଳଚ୍ଚିତ୍ର ଓ ଆଧୁନିକ ଗୀତଗୁଡ଼ିକ ଖୁବ୍ ଲୋକପ୍ରିୟ ହୋଇଛି, ଯାହା ଓଡ଼ିଆ ସଙ୍ଗୀତ ଜଗତକୁ ସମୃଦ୍ଧ କରିଛି ।
ପଢନ୍ତୁ ଏହି ଖବର: ବଲିଉଡରୁ ଆସିଲା ଦୁଃଖ ଖବର; ଚାଲିଗଲେ ଏହି ବର୍ଷିୟାନ ଗାୟିକା
- ଆଶାଙ୍କ ସୁପରହିଟ୍ ଓଡ଼ିଆ ଗୀତ
- ଆଶାଙ୍କ ସବୁଠୁ ହିଟ୍ ଗୀତ
ପଢନ୍ତୁ ଏହି ଖବର: ବଲିଉଡରୁ ଆସିଲା ଦୁଃଖ ଖବର; ଚାଲିଗଲେ ଏହି ବର୍ଷିୟାନ ଗାୟିକା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ମିଳିଛି ପଦ୍ମ ସମ୍ମାନ
- ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଆଶା
- ଆଶାଙ୍କ ପ୍ରାରମ୍ଭିକ ଜୀବନ
ଅଧିକ ଖବର ପଢନ୍ତୁ...
Related Topics
Explore more stories